ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
କେ.ଶ୍ୟାମବାବୁ ଦୋରା
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଡ.ହରେକୃଷ୍ଣ ମହତାବ
ଭୁବନେଶ୍ବର ବେହେରା
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ପ୍ରତିବେଶୀ ସାହିତ୍ୟ (ଅନୁବାଦ)

 ୧ଦାମ୍ପତ୍ୟ (କନ୍ନଡ଼ କାହାଣୀ)

ସୋନାଲି ପତ୍ରିକା ଦୁଇଟି ପଢ଼ିସାରି ଗୋଟାଏ କଡ଼କୁ ରଖିଦେଲା୤ ପତ୍ରିକା ଦୁଇଟି ଥିଲା ‘ପ୍ରଭାତ’ ଓ ‘ସ୍ବଦେଶାଭିମାନ’୤ ଇତିମଧ୍ୟରେ ପତ୍ରିକା ଦୁଇଟିକୁ ସିଏ ପାଞ୍ଚପାଞ୍ଚଥର ପଢ଼ି ସାରିଲାଣି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

 ୨ଅନିମନ୍ତ୍ରିତ

ଅମିୟବାଳା ପଟ୍ଟନାୟକ

‘ଆଜି ଯଦି ମୋ’ଫାଇଲ୍‌ ଉପରୁ ନଆସେ, ତେବେ ମୋର ନିଶ୍ଚିତ ମରଣ ଜାଣ !’- ବଣ୍ଟିର ଡାଡ଼ି ବ୍ରେକ୍‌ଫାଷ୍ଟ ମେଜ ପାଖରେ ବଣ୍ଟିର ମମ୍ମିକୁ କହୁଥାଆନ୍ତି୤

ଅମିୟବାଳା ପଟ୍ଟନାୟକ  ( ମତାମତ - 1ଟା )

 ୩ସିସିଫସ୍‌

ଅମିୟବାଳା ପଟ୍ଟନାୟକ

ସେଦିନ ମୁଁ ବସିଥିଲି ଜବଲପୁରର ଗୋଟାଏ ଡାକ ବଙ୍ଗଳାରେ !

ଅମିୟବାଳା ପଟ୍ଟନାୟକ  ( ମତାମତ - 1ଟା )

 ୪ମାଂସ

ସକାଳ ବେଳା୤ ମେଘୁଆ ପାଗ୤ ଯେଉଁଥିଲାଗି ପିଲମାନଙ୍କ ମନ ଖରାପ୤ ଆଜି ବର୍ଷା ନହେଉ୤ ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ୤ ଗାଁ ନାଁ ଛୋଟସାତୁଡି୤ ବିଭୂପଦ ଘଡେଇର ଦି’ଟା ଚାଳଘର୤…

ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ  ( ମତାମତ - 16ଟି )

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )