ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ସକାଳ ବେଳା ମେଘୁଆ ପାଗ ଯେଉଁଥିଲାଗି ପିଲମାନଙ୍କ ମନ ଖରାପ ଆଜି ବର୍ଷା ନହେଉ ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ ଗାଁ ନାଁ ଛୋଟସାତୁଡି ବିଭୂପଦ ଘଡେଇର ଦି’ଟା ଚାଳଘର…
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ ମତାମତ - 7ଟି →