ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ତ୍ରିନାଥ ସିଂହ
ନନ୍ଦ କିଶୋର ବଳ
କାଳିନ୍ଦି ଚରଣ ପାଣିଗ୍ରାହୀ
ପ୍ରଦୀପ ନାୟକ
ଫତୁରାନନ୍ଦ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା

୪୧ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ

ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ କରିଛି ସପଥ ଧରିବି ତା ହାତ ଦେଇଛି ମୋ ମନ ନେଇଛି ତା ମନ କରିବି ତା’କୁ ମୋ ଜୀବନ ଧନ | ସରିଛି ଆମର ଦେଖା ଜାତକ ପଡ଼ିଛି ଆମର ରାଜଜୋଟକ ଫଗୁଣ ‘ଆଠ’କୁ…

ବିଜନ ରାୟ  ( ମତାମତ - 19ଟି )

୪୨ବଗିଚା

ସେନାପତି ପ୍ରଦ୍ୟୁମ୍ନ କେଶରୀ

ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି ଏବେ ପଡ଼ିଚି ବଗିଚା ! ଗାଈ : ଯା’ର କ୍ଷୀରରୁ ତିଆରି ଦହି, ଛେନା, ଲହୁଣି ଓ ଘିଅ ଖାଇ ବଢ଼ିଚି ଆମର ଫୁଟାଣି୤ ସେଇ ଗାଈଟି ବୁଢ଼ୀ ହେଲାପରେ ଆମର ନଗାନାଇଁ କି…

ସେନାପତି ପ୍ରଦ୍ୟୁମ୍ନ କେଶରୀ  ( ମତାମତ - 20ଟି )

୪୩ଘର

ରବି ଶତପଥୀ

ଗଲା କାଲି ରାତିଅଧରୁ ସାଉଁଟି ଆଣିଥିବା ଆଞ୍ଜୁଳାଏ ଅନ୍ଧାରକୁ ନେଇ ତିଆରିଛି ଗୋଟେ ଘର୤ ସକାଳ ନରମ ଖରାରୁ ଖଣ୍ଡେ କାଟି ଆଣି ତିଆରିଛି କବାଟ ଝରକା୤ ପ୍ରେମିକାର ଟିକେ ଭଲ ପାଇବାକୁ ମାଗିଆଣି ସାଇତିଛି ତା’ଭିତରେ୤ କେତେ ପରିଚିତ ଅପରିଚିତଙ୍କୁ…

ରବି ଶତପଥୀ  ( ମତାମତ - 8ଟି )

୪୪ତରୁଣ କବିର ଆଶା

ଡକ୍ଟର ମାୟାଧର ମାନସିଂହ

ଏଡ଼େ ବିରାଟ ସେ, ପାଏ କି ଭାଷା, ହାୟ ରେ ତରୁଣ କବିର ଆଶା ! ଭାବିଥିଲି ଯିବି ଅସୀମ ପଥେ ସୁରଭି-ଶୀତଳ-ମଳୟରଥେ କୁସୁମ-ଫଗୁଳ ଫଗୁଣ-ପୁରେ ବାହି ଗୋ ଦୂରେ ! ଅଶୋକକଳିକା ଶ୍ରବଣେ ଗୁଞ୍ଜି ଚରମେ ଝୁଲାଇ ବଉଳ-ପୁଞ୍ଜି ପରିମଳ…

ଡକ୍ଟର ମାୟାଧର ମାନସିଂହ  ( ମତାମତ - 2ଟି )

୪୫ଜୀବନ ଚିନ୍ତା

ଭକ୍ତକବି ମଧୁସୂଦନ ରାଓ

ରେ ଆତ୍ମନ୍! ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ୤୧୤ କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି, ଯାହାର ସ୍ମରଣେ ନର ଶୋକଶ୍ବାସ…

ଭକ୍ତକବି ମଧୁସୂଦନ ରାଓ  ( ମତାମତ - 5ଟି )

୪୬ବିରଳ ପ୍ରଜାତି

ବିରଜା ବଳ

ପ୍ରେମ ବଦଳି ଯାଉଚି ଗୀତରେ ଗୀତ ବଦଳି ଯାଉଚି ପ୍ରେମରେ ଗଛରେ ଗଛେ ପକ୍ଷୀ ଗଛେ ଗୀତ ଗଛେ ପ୍ରେମ୤ ମଣିଷ ପକ୍ଷୀଠୁ ଶିଖିଥିଲା ଘରତୋଳା ମଣିଷ ପକ୍ଷୀଠୁ ଶିଖିଥିଲା ଗୀତ ମଣିଷ ପକ୍ଷୀଠୁ ଶିଖିଥିଲା ସବୁ ବିଫଳତାରେ ସଫଳ ହବାର…

ବିରଜା ବଳ  ( ମତାମତ - 3ଟି )

୪୭ମହିଷାସୁର

ମୋ ମୁଣ୍ଡ, ମୋ ଧମନୀ ମୋ ଛାତି, ମୋ ଉଲ୍ଲାସର ରକ୍ତରେ ଗାଧୋଇ ଫେରିଛ ତ? କାଇଁ ଟିକେବି ବିଭତ୍ସ ଦିଶୁନ! ଏଇ ଟିକକ ଆଗରୁ କେତେ କେତେ ଆଲୋକ, ନକ୍ଷତ୍ରମାଳା ପିନ୍ଧି ଶୁଭ୍ର ଦିଶୁଥିଲେ୤ ମୁଁ ବାଟ ଦେଖେଇ ଦେଲି…

ସୁନୀଲ କୁମାର ପୃଷ୍ଟି  ( ମତାମତ - 4ଟି )

୪୮ତୁମ ଗାଁ

ତୁମ ନଈ ପଠା ସୋରିଷ କିଆରୀ ପଉଷ ସକାଳ ଖରା, ମୋ ଗାଁର ଯେତେ ମଧୁମକ୍ଷୀଙ୍କର ସରାଗ ସେଥିରେ ଭରା୤ ସଂଜ ଗଲେ ନଇଁ ତୁମ ଗାଁ କଇଁ ଆମ ଗାଁ ଚାନ୍ଦକୁ ଦେଖେ, ଆମ ଗାଁ ଚାନ୍ଦ ଭୁଲି ଅପବାଦ…

ବିପିନ୍‌ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା  ( ମତାମତ - 17ଟି )

୪୯ଅରଣ୍ୟମୁହାଁ

ଘର ଛାଡ଼ି ଦିନସାରା ଅରଣ୍ୟମୁହାଁ ହାତ ଠାରି ଆ’ ଆ’ ବୋଲି ଡାକିଲା ଏ ଅରଣ୍ୟର ମୋହ ଏତେ ବାଟ ଚାଲିଆସିଲି ଯେ ଚିହ୍ନି ହେଉନି ପଛକୁ, ପଥପ୍ରାନ୍ତର ଡାକମାନଙ୍କୁ, ବିସ୍ମୟର ମୀନାରମାନଙ୍କୁ୤ ଲାଗୁଛି ପଛ ବୋଲି କିଛି ନଥିଲା ବୋଧେ୤…

ହରପ୍ରସାଦ ପରିଛା ପଟନାୟକ, ଭୁବନେଶ୍ବର  ( ମତାମତ - 16ଟି )

୫୦ଦୁଇଟି କବିତା

ଯୀଶୁ ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ କେମିତି ଫିଙ୍ଗିବି ? ଯୁଆଡ଼େ ଫିଙ୍ଗିଲେ ବି କେହି ନା କେହି ତ ରକ୍ତାକ୍ତ ହେବ୥ କିମ୍ଭୀରିଣୀ ମୁଁ ମୂର୍ଖ ମାଙ୍କଡ଼ ଲୁଚେଇପାରିନି କଲିଜାକୁ ଗଛ କୋରଡ଼ରେ ଏଡ଼େଇପାରିନି ଆମନ୍ତ୍ରଣକୁ ବନ୍ଧୁତାର ନିଘୋଡ଼ ମୋହରେ…

ବିପିନ୍ ନାୟକ, ଭୁବନେଶ୍ବର  ( ମତାମତ - 8ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )