ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେଶ ବିଶ୍ବାଳ
ବୈକୁଣ୍ଠନାଥ ପଟ୍ଟନାୟକ
ଦିଲ୍ଲୀପ ଦାସ
ଭୁବନେଶ୍ବର ବେହେରା
ଫକୀରମୋହନ ସେନାପତି
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା

୩୧ପୁଅ ପାଇଁ ସବୁଗୀତ

ସୁଶାନ୍ତ ଦାଶ

ମାଛ ଭର୍ତ୍ତି ଏକ୍ବିରମ୍‌କୁ ଦେଖିଲେ ମନେପଡ଼େ ସତେ ଯେମିତି ଏମିତି ହିଁ ମୋର ଭାଗ୍ୟ୤ ମାଛଟି କିପରି ଛଟପଟ ହୁଏ ନିଜ ପରିଧିରେ, ଯେତେଥର ଚେଷ୍ଟାକରେ ମୁକୁଳିବାକୁ ଅଧିକ ବାଟ ଯିବାକୁ ଆଘାତ ଖାଉଥାଏ କାଚ଼ରେ କଷ୍ଟଭୋଗେ, ପୁଣି ଫେରିଆସେ ନିଜ…

ସୁଶାନ୍ତ ଦାଶ  ( ମତାମତ - 6ଟି )

୩୨ଶବଦ ତର୍ପଣ

ଅମରେନ୍ଦ୍ର ଖଟୁଆ

ଶବଦଜାଲର ଅସମର୍ଥ ସମୟ ଇ ଗଢୁଥାଏ ଆଖି ନ ପାଉଥିବା ଇଲାକାରେ ସ୍ବପ୍ନଙ୍କୁ ଜନ୍ମ ଦେବାରେ ବିତାଉଥିବାର ଜୀବନ୤ ବନ୍ଦ ହଉ ଆଖି, ଡୋଳାରେ ନାଚୁ ଶୂନ୍ୟତାର ଘଞ୍ଚ ନୀଳ, ପତାରେ ନ ପହଞ୍ଚୁ ବିରଳ ଚିତ୍ର୤ ଆଖିର କ’ଣ ଯାଏ…

ଅମରେନ୍ଦ୍ର ଖଟୁଆ  ( ମତାମତ - 4ଟି )

୩୩ତମ ଗାଁରେ

ମନୋରଞ୍ଜନ ପାଣିଗ୍ରାହୀ

ତମ ଗାଁରେ ଝିପିଝିପି ମେଘ ବରଷିଲେ ମୋ ଗାଁ ଅନେଇ ରହେ ତମ କିଆ ଗୋହିରୀରେ ମୟୁର ନାଚିଲେ ମୋ ଗାଁ ଉଦାସ ହୁଏ୤ ତମେ ଚଉଁରାମୂଳେ ଜାଳିଦେଲେ ଦୀପ ମନ ମୋ ମହକିଯାଏ ତମେ ଯେବେ ଗାଅ ଶ୍ରାବଣର ଗୀତ…

ମନୋରଞ୍ଜନ ପାଣିଗ୍ରାହୀ  ( ମତାମତ - 7ଟି )

୩୪ଭବ୍ୟ

ଦିଲ୍ଲୀପ ଦାସ

ଉଠ ବନ୍ଧୁ୤ ଉଠ୤ ଆଗେଇ ଚାଲ କଦମ୍‌ କଦମ୍‌ ଚାଲ ! ଚାଲ ! ଦୂର ଶେଷସୀମା ଯାଏଁ ଯେଉଁଠି ଅରଣ୍ୟ ଦାଢ଼ରେ ଛୋଟ କୁଡ଼ିଆଘର ସେ’ପାଖେ ସୂର୍ଯ୍ୟ ଅସ୍ତଯାଏ ଭୋକିଲା ପେଟରେ୤ ତମ୍ବା ପଟାଟେ ପାଇଁ ମୁଣ୍ଡରେ ସାତକେରା ଦୁବ…

ଦିଲ୍ଲୀପ ଦାସ  ( ମତାମତ ଦିଅନ୍ତୁ →

୩୫ଭାର୍ଯ୍ୟା ପୂରାଣ

ଯା ଭାର୍ଯ୍ୟା ସର୍ବ କାଳେଷୁ ଝାଡୁ ଧାରିଣୀ ସଂସ୍ଥିତା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ନମଃ | ନମସ୍ତେ ଚରଣେ ତୋର ଆଗୋ ରଙ୍ଗବତୀ ଦିବାନିଶି ସେବା କରେ ମୁଁ ଯେ ତୋର ପତି ଧନ୍ୟ ଧନ୍ୟ…

ଚିତ୍ତରଞ୍ଜନ ଓଝା  ( ମତାମତ - 62ଟି )

୩୬ଚୁଡ଼ି

କିଶୋରୀକିଙ୍କର ଦାସ

ଯେଉଁଠି ବାଜେନି ଚୁଡ଼ି ସେ ଘର, ଘର ନୁହେଁ ନର୍କ ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ ସେ ଘର, ଘର ନୁହେଁ ମନେ ହୁଏ ସତେ ଯେମିତି ଏକ ନିର୍ଜ୍ଜନ ଦ୍ବୀପର କରୁଣ ବିଳାପ ! ମାଛି ଅନ୍ଧାରରୁ ସିନ୍ଦୂରା…

କିଶୋରୀକିଙ୍କର ଦାସ  ( ମତାମତ - 40ଟି )

୩୭କବିତା ପାଠ – ଏପ୍ରିଲ୍ ୨୦୧୨

କାମାକ୍ଷୀ ପ୍ରସାଦ ଦାଶ

ଅଶ୍ରୁ, ଫଗୁଣ ଆସିଛି, ସମୀକ୍ଷା

କାମାକ୍ଷୀ ପ୍ରସାଦ ଦାଶ  ( ମତାମତ - 5ଟି )

୩୮ନିଡ଼ରରେ ନିର୍ଭୟରେ

ଫନି ମହାନ୍ତି

ଲହୁଲୁହରେ ମୁଁ ଜୁଡ଼ୁବୁଡ଼ୁ ହୋଇ ପଳପଳ ମୋର ହୃଦୟ ଯାଉଛି ଜଳି ସଖାସୋଦର ଓ ଆତ୍ମୀୟସ୍ବଜନ ବିଶ୍ବାସରେ ମତେ ବିଷ ଦିଆଇଲେ କା’ପାଖେ କରିବ ଅଳି୤ ଜୀବନ ତମାମ ଅଳିଅର୍ଦ୍ଦଳି ମାନ ଅପମାନ କେତେ ମୁଁ ସହିଲି, ଲିଭିଲିଭି ଆସେ ନୁଖୁରା…

ଫନି ମହାନ୍ତି  ( ମତାମତ - 1ଟା )

୩୯କାଲିର ସକାଳ

ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା କାଲିର ସକାଳ୤ ଠିକ୍‌ କେଉଁ ଦିଗକୁ ଫିଟିବ ଝର୍କା ଜଣାନାହିଁ୤ ଆଖିବୁଜି ଡେଇଁ ପଡ଼ିଲେ ବି ସଠିକ୍‌ କୋଳକୁ ଖସିବ ଜହ୍ନ ! ବଳକା ରାତିକୁ ଆଖିରେ ଶୋଷିଦେଇ ଦିଶୁଥିବି ମୁଁ ପରିପୂର୍ଣ୍ଣ୤ କାଲି…

ଶର୍ମିଷ୍ଠା ସାହୁ  ( ମତାମତ - 3ଟି )

୪୦ମେନୁରେ ଥିବା ଗୋଟେ ସକାଳ

ଶକ୍ତି ମହାନ୍ତି

କାଲିରାତିରୁ ସରିଲାଣି ଏ ଯୁଦ୍ଧ ବାରିପଟେ ଦିଶିଲାଣି ଧାପେ ଆଲୁଅ, ସୂର୍ଯ୍ୟ ଉଠିଲାଣି, ଉଠ୤ ଆଖିତଳ କଳା ଦାଗ ଆମ ଦୁଃଖ କେଇଟୋପା ଲୁହରେ ଧୋଇ ଯିବନି ଯେ’ ! ଥମି ସାରିଛି କମାଣର ଶବ୍ଦ୤ ପରୀମାନେ ଆଉ ଉଡ଼ିଯିବେନି ଆମ…

ଶକ୍ତି ମହାନ୍ତି  ( ମତାମତ - 5ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )