ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଲୁହ ଡବଡବ ଆଖିରେ ଅପମାନ ଦିଅନା ଡହକୁଥିବା ଭୋକରେ ମୋତେ ଆଉ ଜାଳନା, ଏଠିକୁ ଆସ, ଦେଖିବ ଆମର ଗତାନୁଗତିକ ବସ୍ତୁକୈନ୍ଦ୍ରିକ ଦୃଶ୍ୟଗୁଡିକ! ଲୋଭନୀୟ କୋଠରୀ ତୁମର ଲହୁଣୀଭଳି ଦେହ ତୁଳାର ଶେଯ ବାସ୍ନା ବାହାରୁଥିବା ରଙ୍ଗୀନ୍ ଚାଦର, ସେଥିକୁ ପୁଣି…
ସୂର୍ଯ୍ୟ ମିଶ୍ର ( ମତାମତ - 3ଟି )
କାଲି ରାତି ଅନ୍ଧାରରେ ମୁଁ ତୁମ ଉପରେ ସନ୍ତର୍ପଣରେ ହାତ ରଖିଲି କାଳେ ଚମକିପଡି ତୁମ ନିଦ ଭାଙ୍ଗିଯିବ ବୋଲି ତୁମେ କିନ୍ତୁ ନିଘୋଡ ନିଦରେ ଅଚେତ ଥିଲ ଦିନଯାକର ଖେଳକୁଦ ପରେ କ୍ଲାନ୍ତ ଶିଶୁଟିଏ ପରି ତୁମ ଶ୍ବାସ ପ୍ରଶ୍ବାସର…
ଡ. ପ୍ରସନ୍ନ କୁମାର ମହାନ୍ତି, ଭୁବନେଶ୍ବର ( ମତାମତ - 2ଟି )
ଝରକା ବାହାରେ କିଛି ପୃଥିବୀ ଓ କିଛି ଆକାଶ ଗଛ ଉପରେ ଢିରା ଦେଇ ଠିଆ ହସ ହସ ଚନ୍ଦ୍ର ଗଛଟା ସାରା ଚଢେଇରେ ଭର୍ତ୍ତି ଯେତିକି ପତ୍ର ଗଛରେ ସେତିକି ହିଁ ପକ୍ଷୀ ପ୍ରତିଟି ପକ୍ଷୀର କିଚିରିମିଚିରିରେ ଦୋହଲୁଥାଏ ନିକଟତମ…
ଅଶୋକ ଚନ୍ଦ୍ର ମହାପାତ୍ର ( ମତାମତ - 4ଟି )
ଭଲ ରୂପେ ତୁମେ ଜାଣ ଯେ ନାରୀଟିଏ ମୁଁ, ମହାମନ୍ତ୍ର ମମତାର ସବୁରି ଖୁସି ପାଇଁ କେବେ ସହିପାରେ ଆକାଶ ପରି ବର୍ଷା, ବିଜୁଳି ଓ ଝଡ ସ୍ବାମୀ ଦେବତାଙ୍କ ମନୋରଞ୍ଜନ ପାଇଁ ବି କେବେ ଘରଟାକୁ କୁଞ୍ଜବନ ଅବା ମନ୍ଦିର…
ସୁନୀତି ମିଶ୍ର, ସମ୍ବଲପୁର ( ମତାମତ ଦିଅନ୍ତୁ →
ମରିଯାଇଛି ଭୋକ, ଲିଭିଯାଇଛି ନିଆଁ, ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି କ୍ଷୟ ହେଇନି ଚୁଲି ଭିତରର ଆଶା ଅତୀତର ଉପହାସ, ସ୍ମୃତିର କଟାଳ, ଚୁଲିର ଖୋଜିଲା ଖୋଜିଲା ଆଖି, ବିଡ଼େ କାଠ, ଝୁଲେ ନିଆଁ, ଯାହାର ଉଷୁମ ସ୍ପର୍ଶରେ…
ପ୍ରମିଳା ଶତପଥୀ, ବାଲେଶ୍ବର ( ମତାମତ - 4ଟି )
ବଞ୍ଚିବାର ସରଳ ଅଭ୍ୟାସ ଯେତେଥର ହଜିଛି ସେତେଥର ଆମେ ଅଚିହ୍ନା ବାରିଛୁ ପରସ୍ପରକୁ ମୋର ଦର୍ପଣ ଓ ମୁଁ ଦର୍ପଣ ଦେଖିଲେ ଲାଗେ ଲୋକଟିକୁ ଦେଖିଛି କେଉଁଠି ବୋଧେ ଦର୍ପଣ ଆଗକୁ ଗଲେ ବିକଟାଳ ମୁହଁଟିଏ ପ୍ରତିଥର ସମୁଦ୍ର ଭଳି କୂଳକୁ…
ଅଶୋକ ଚନ୍ଦ୍ର ମହାପାତ୍ର ( ମତାମତ - 7ଟି )
କେତେ ଯନ୍ତ୍ରଣା ମନ ତଳେ ଚାପି ଛାତିର କୋହକୁ ଆଖିରେ ସାଉଁଟି ଓଠ ଧାରେ ଭରି ସଜ ଶତଦଳ ବକ୍ଷୁ ନିଗାଡି ପୀୟୂଷର ଝର ଧନ୍ୟ ଗୋ ତୁମେ ନାରୀ; ଜନନୀ, ଭଗିନୀ, ଜାୟାର ସେନେହ ଅଜାଚିତେ ଦିଅ ଢାଳି ମମତାର…
ଦୁର୍ଗାମାଧବ ପଣ୍ଡା, ସୁନ୍ଦରଗଡ ( ମତାମତ - 8ଟି )