ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଲହୁଲୁହରେ ମୁଁ ଜୁଡ଼ୁବୁଡ଼ୁ ହୋଇ ପଳପଳ ମୋର ହୃଦୟ ଯାଉଛି ଜଳି ସଖାସୋଦର ଓ ଆତ୍ମୀୟସ୍ବଜନ ବିଶ୍ବାସରେ ମତେ ବିଷ ଦିଆଇଲେ କା’ପାଖେ କରିବ ଅଳି ଜୀବନ ତମାମ ଅଳିଅର୍ଦ୍ଦଳି ମାନ ଅପମାନ କେତେ ମୁଁ ସହିଲି, ଲିଭିଲିଭି ଆସେ ନୁଖୁରା…
ଫନି ମହାନ୍ତି ( ମତାମତ - 1ଟା )
ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା କାଲିର ସକାଳ ଠିକ୍ କେଉଁ ଦିଗକୁ ଫିଟିବ ଝର୍କା ଜଣାନାହିଁ ଆଖିବୁଜି ଡେଇଁ ପଡ଼ିଲେ ବି ସଠିକ୍ କୋଳକୁ ଖସିବ ଜହ୍ନ ! ବଳକା ରାତିକୁ ଆଖିରେ ଶୋଷିଦେଇ ଦିଶୁଥିବି ମୁଁ ପରିପୂର୍ଣ୍ଣ କାଲି…
ଶର୍ମିଷ୍ଠା ସାହୁ ( ମତାମତ - 3ଟି )
କାଲିରାତିରୁ ସରିଲାଣି ଏ ଯୁଦ୍ଧ ବାରିପଟେ ଦିଶିଲାଣି ଧାପେ ଆଲୁଅ, ସୂର୍ଯ୍ୟ ଉଠିଲାଣି, ଉଠ ଆଖିତଳ କଳା ଦାଗ ଆମ ଦୁଃଖ କେଇଟୋପା ଲୁହରେ ଧୋଇ ଯିବନି ଯେ’ ! ଥମି ସାରିଛି କମାଣର ଶବ୍ଦ ପରୀମାନେ ଆଉ ଉଡ଼ିଯିବେନି ଆମ…
ଶକ୍ତି ମହାନ୍ତି ( ମତାମତ - 5ଟି )
ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ କରିଛି ସପଥ ଧରିବି ତା ହାତ ଦେଇଛି ମୋ ମନ ନେଇଛି ତା ମନ କରିବି ତା’କୁ ମୋ ଜୀବନ ଧନ | ସରିଛି ଆମର ଦେଖା ଜାତକ ପଡ଼ିଛି ଆମର ରାଜଜୋଟକ ଫଗୁଣ ‘ଆଠ’କୁ…
ବିଜନ ରାୟ ( ମତାମତ - 19ଟି )
ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି ଏବେ ପଡ଼ିଚି ବଗିଚା ! ଗାଈ : ଯା’ର କ୍ଷୀରରୁ ତିଆରି ଦହି, ଛେନା, ଲହୁଣି ଓ ଘିଅ ଖାଇ ବଢ଼ିଚି ଆମର ଫୁଟାଣି ସେଇ ଗାଈଟି ବୁଢ଼ୀ ହେଲାପରେ ଆମର ନଗାନାଇଁ କି…
ସେନାପତି ପ୍ରଦ୍ୟୁମ୍ନ କେଶରୀ ( ମତାମତ - 20ଟି )
ଗଲା କାଲି ରାତିଅଧରୁ ସାଉଁଟି ଆଣିଥିବା ଆଞ୍ଜୁଳାଏ ଅନ୍ଧାରକୁ ନେଇ ତିଆରିଛି ଗୋଟେ ଘର ସକାଳ ନରମ ଖରାରୁ ଖଣ୍ଡେ କାଟି ଆଣି ତିଆରିଛି କବାଟ ଝରକା ପ୍ରେମିକାର ଟିକେ ଭଲ ପାଇବାକୁ ମାଗିଆଣି ସାଇତିଛି ତା’ଭିତରେ କେତେ ପରିଚିତ ଅପରିଚିତଙ୍କୁ…
ରବି ଶତପଥୀ ( ମତାମତ - 8ଟି )
ପ୍ରେମ ବଦଳି ଯାଉଚି ଗୀତରେ ଗୀତ ବଦଳି ଯାଉଚି ପ୍ରେମରେ ଗଛରେ ଗଛେ ପକ୍ଷୀ ଗଛେ ଗୀତ ଗଛେ ପ୍ରେମ ମଣିଷ ପକ୍ଷୀଠୁ ଶିଖିଥିଲା ଘରତୋଳା ମଣିଷ ପକ୍ଷୀଠୁ ଶିଖିଥିଲା ଗୀତ ମଣିଷ ପକ୍ଷୀଠୁ ଶିଖିଥିଲା ସବୁ ବିଫଳତାରେ ସଫଳ ହବାର…
ବିରଜା ବଳ ( ମତାମତ - 3ଟି )
ମୋ ମୁଣ୍ଡ, ମୋ ଧମନୀ ମୋ ଛାତି, ମୋ ଉଲ୍ଲାସର ରକ୍ତରେ ଗାଧୋଇ ଫେରିଛ ତ? କାଇଁ ଟିକେବି ବିଭତ୍ସ ଦିଶୁନ! ଏଇ ଟିକକ ଆଗରୁ କେତେ କେତେ ଆଲୋକ, ନକ୍ଷତ୍ରମାଳା ପିନ୍ଧି ଶୁଭ୍ର ଦିଶୁଥିଲେ ମୁଁ ବାଟ ଦେଖେଇ ଦେଲି…
ସୁନୀଲ କୁମାର ପୃଷ୍ଟି ( ମତାମତ - 4ଟି )
ଘର ଛାଡ଼ି ଦିନସାରା ଅରଣ୍ୟମୁହାଁ ହାତ ଠାରି ଆ’ ଆ’ ବୋଲି ଡାକିଲା ଏ ଅରଣ୍ୟର ମୋହ ଏତେ ବାଟ ଚାଲିଆସିଲି ଯେ ଚିହ୍ନି ହେଉନି ପଛକୁ, ପଥପ୍ରାନ୍ତର ଡାକମାନଙ୍କୁ, ବିସ୍ମୟର ମୀନାରମାନଙ୍କୁ ଲାଗୁଛି ପଛ ବୋଲି କିଛି ନଥିଲା ବୋଧେ…
ହରପ୍ରସାଦ ପରିଛା ପଟନାୟକ, ଭୁବନେଶ୍ବର ( ମତାମତ - 16ଟି )
ଯୀଶୁ ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ କେମିତି ଫିଙ୍ଗିବି ? ଯୁଆଡ଼େ ଫିଙ୍ଗିଲେ ବି କେହି ନା କେହି ତ ରକ୍ତାକ୍ତ ହେବ କିମ୍ଭୀରିଣୀ ମୁଁ ମୂର୍ଖ ମାଙ୍କଡ଼ ଲୁଚେଇପାରିନି କଲିଜାକୁ ଗଛ କୋରଡ଼ରେ ଏଡ଼େଇପାରିନି ଆମନ୍ତ୍ରଣକୁ ବନ୍ଧୁତାର ନିଘୋଡ଼ ମୋହରେ…
ବିପିନ୍ ନାୟକ, ଭୁବନେଶ୍ବର ( ମତାମତ - 8ଟି )