ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଆଧୁନିକ (କାବ୍ୟ ଓ କବିତା)

୨୧ଆଲୁଅ ଛାଇ

ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା | ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା୤ ଆଶାର ଶବଦ ସୁନ୍ଦରତର ସତର ଶବଦ ଶୁଭ୤ ଗୀତର ଶବଦ ମଣିଷର ଭାଷା ମନର ଶବଦ ଭାବ୥ ପୀରତି…

ରବି କାନୁନ୍‌ଗୋ  ( ମତାମତ - 1ଟା )

୨୨ଲଗ୍ନ

ଏବେ ବିଚିତ୍ର ଅନୁଭବ ! କେତେବେଳୁ ଶୂନ୍ୟରେ ସମର୍ପି ଦେଇଚି ଦେହ ମନ ବିବେକ ! ଶୁଭୁନି ମାଙ୍ଗଳିକ ଛୁଉଁନି ମତୁଆଲି ପବନ ନିଆଁପାଣି ମାରଣାସ୍ତ୍ର ଲାଗୁଚି ପ୍ରତ୍ୟେକ ମୁହୂର୍ତ୍ତ ମନ୍ତ୍ରସିଦ୍ଧ ବଳକା ସମୟ ପାଇଁ ନୂଆ ନୂଆ ଦିଗ !…

ପ୍ରଶାନ୍ତ ମହାନ୍ତି  ( ମତାମତ - 1ଟା )

୨୩ବିଦ୍ରୋହ

ଗାରପକା ରଫ୍‌ଖାତା ପୃଷ୍ଠାରେ ଶାନ୍ତ, ସୁଧାର ରେଳଗାଡ଼ିଟିଏ ପରି ଶବ୍ଦର ଅନେକ ଡବାନେଇ ଠିଆହୋଇଥିବା ବାକ୍ୟଟିଏ ହଠାତ୍‌ ଧାଇଁବାକୁ ଆରମ୍ଭ କରେ ପାଗଳ ପରି ତୀବ୍ର ବେଗରେ, ବ୍ୟାକରଣ ଆଉ ଅଭିଧାନର ସମାନ୍ତରାଳ ଲୁହାଧାରଣା ଉପରେ ନାଲିବତୀର ଆକଟକୁ ବେଖାତିର କରି…

ଦୁର୍ଗା ପ୍ରସାଦ ପଣ୍ଡା  ( ମତାମତ - 1ଟା )

୨୪ଶବ୍ଦ ଭ୍ରମ

କେ.ଶ୍ୟାମବାବୁ ଦୋରା

ଶବ୍ଦ ସହ ଖେଳି ଖେଳି କ୍ଲାନ୍ତ ହୋଇପଡ଼ିଥିବା ଯାଦୁକର ଶୋଇଯାଇଛି ଏବେ ନିଘୋଡ଼ ନିଦରେ୤ ଶାନ୍ତ, ସୁଧାର, ବିଭୋର ଏବେ ଶବ୍ଦମାନେ କ୍ରମଶଃ ଫିଟି ପଡ଼ୁଛନ୍ତି କବିତାରୁ ଦାୟ, ଶୃଙ୍ଖଳା, ଅଙ୍ଗୀକାରବଦ୍ଧତା ବନ୍ଦୀତ୍ବ ଓ ଅର୍ଥମୟତାରୁ ସେମାନେ ଏଣିକି ନିଜ ଇଚ୍ଛାରେ…

କେ.ଶ୍ୟାମବାବୁ ଦୋରା  ( ମତାମତ - 1ଟା )

୨୫କ୍ଷେତ୍ରବାସୀ

ବିପ୍ର ଆଚାର୍ଯ୍ୟ

ଅଝଟିଆ ଶଇଶବ ଏବେ ବି ଜଗିଚି କେଶପୁର ରେଳଷ୍ଟେସନରେ୤ ଓଡ଼ିଶା ଯିବ, ଜେଜେ ମା’ କାନି ଧରି କ୍ଷେତ୍ରବାସୀ ହେବ୤ କଉଶଳେ କାନି ଛଡ଼ାଇ ମାଆ ପଳେଇଲା, ମାଛ ଗାଡ଼ିରେ୤ ଛୁକ୍‌ ଛୁକ୍‌ କୋଇଲା ଇଞ୍ଜିନ୍‌ କଳାଧୂଆଁ ତା’ସ୍ବପ୍ନିଳ ଆଖିରେ ଭରିଦେଇ…

ବିପ୍ର ଆଚାର୍ଯ୍ୟ  ( ମତାମତ - 7ଟି )

୨୬ପୁଅ ପାଇଁ ସବୁଗୀତ

ସୁଶାନ୍ତ ଦାଶ

ମାଛ ଭର୍ତ୍ତି ଏକ୍ବିରମ୍‌କୁ ଦେଖିଲେ ମନେପଡ଼େ ସତେ ଯେମିତି ଏମିତି ହିଁ ମୋର ଭାଗ୍ୟ୤ ମାଛଟି କିପରି ଛଟପଟ ହୁଏ ନିଜ ପରିଧିରେ, ଯେତେଥର ଚେଷ୍ଟାକରେ ମୁକୁଳିବାକୁ ଅଧିକ ବାଟ ଯିବାକୁ ଆଘାତ ଖାଉଥାଏ କାଚ଼ରେ କଷ୍ଟଭୋଗେ, ପୁଣି ଫେରିଆସେ ନିଜ…

ସୁଶାନ୍ତ ଦାଶ  ( ମତାମତ - 6ଟି )

୨୭ଶବଦ ତର୍ପଣ

ଅମରେନ୍ଦ୍ର ଖଟୁଆ

ଶବଦଜାଲର ଅସମର୍ଥ ସମୟ ଇ ଗଢୁଥାଏ ଆଖି ନ ପାଉଥିବା ଇଲାକାରେ ସ୍ବପ୍ନଙ୍କୁ ଜନ୍ମ ଦେବାରେ ବିତାଉଥିବାର ଜୀବନ୤ ବନ୍ଦ ହଉ ଆଖି, ଡୋଳାରେ ନାଚୁ ଶୂନ୍ୟତାର ଘଞ୍ଚ ନୀଳ, ପତାରେ ନ ପହଞ୍ଚୁ ବିରଳ ଚିତ୍ର୤ ଆଖିର କ’ଣ ଯାଏ…

ଅମରେନ୍ଦ୍ର ଖଟୁଆ  ( ମତାମତ - 4ଟି )

୨୮ତମ ଗାଁରେ

ମନୋରଞ୍ଜନ ପାଣିଗ୍ରାହୀ

ତମ ଗାଁରେ ଝିପିଝିପି ମେଘ ବରଷିଲେ ମୋ ଗାଁ ଅନେଇ ରହେ ତମ କିଆ ଗୋହିରୀରେ ମୟୁର ନାଚିଲେ ମୋ ଗାଁ ଉଦାସ ହୁଏ୤ ତମେ ଚଉଁରାମୂଳେ ଜାଳିଦେଲେ ଦୀପ ମନ ମୋ ମହକିଯାଏ ତମେ ଯେବେ ଗାଅ ଶ୍ରାବଣର ଗୀତ…

ମନୋରଞ୍ଜନ ପାଣିଗ୍ରାହୀ  ( ମତାମତ - 7ଟି )

୨୯ଭବ୍ୟ

ଦିଲ୍ଲୀପ ଦାସ

ଉଠ ବନ୍ଧୁ୤ ଉଠ୤ ଆଗେଇ ଚାଲ କଦମ୍‌ କଦମ୍‌ ଚାଲ ! ଚାଲ ! ଦୂର ଶେଷସୀମା ଯାଏଁ ଯେଉଁଠି ଅରଣ୍ୟ ଦାଢ଼ରେ ଛୋଟ କୁଡ଼ିଆଘର ସେ’ପାଖେ ସୂର୍ଯ୍ୟ ଅସ୍ତଯାଏ ଭୋକିଲା ପେଟରେ୤ ତମ୍ବା ପଟାଟେ ପାଇଁ ମୁଣ୍ଡରେ ସାତକେରା ଦୁବ…

ଦିଲ୍ଲୀପ ଦାସ  ( ମତାମତ - 1ଟା )

୩୦ଚୁଡ଼ି

କିଶୋରୀକିଙ୍କର ଦାସ

ଯେଉଁଠି ବାଜେନି ଚୁଡ଼ି ସେ ଘର, ଘର ନୁହେଁ ନର୍କ ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ ସେ ଘର, ଘର ନୁହେଁ ମନେ ହୁଏ ସତେ ଯେମିତି ଏକ ନିର୍ଜ୍ଜନ ଦ୍ବୀପର କରୁଣ ବିଳାପ ! ମାଛି ଅନ୍ଧାରରୁ ସିନ୍ଦୂରା…

କିଶୋରୀକିଙ୍କର ଦାସ  ( ମତାମତ - 40ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )