ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ
ପ୍ରଜନ୍ମର ପ୍ରଜ୍ଜ୍ବଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ
ଗିରିଜାକୁମାର ବଳୀୟାରସିଂହ ( ମତାମତ - 3ଟି )
ଦୀପଶିଖାଟିଏ,
ଅନ୍ଧାର ବୋଝରେ ନଇଁପଡ଼ିଲେବି,
ଜଳୁଥିଲା, ଦୀପ୍ତିର ହାତ ଧରି!
ରଜତ କୁମାର ମିଶ୍ର ( ମତାମତ - 5ଟି )
ନଈ ଥାଇ ଯଦି ନଈର ଛାତିରେ ନଥାଏ ଟିକିଏ ଜଳ ଜଳ ଥାଇ ଯଦି ନଉକା ନଥାଏ କେମିତି ଛୁଇଁବ କୂଳ ନଇ ଓ ନଉକା ଦୁଇଟିକୁ ନେଇ ନାଉରି ତାହାର ବଳ ନଈଟି ଲାଗିବ ଭଲ ନଈ ଦୁଇକୂଳେ ଜଙ୍ଗଲ…
କିଶୋରୀକିଙ୍କର ଦାସ ( ମତାମତ - 8ଟି )
ଅସ୍ତ ଗଗନେ ଅସ୍ତଛବି ମୁଁ ସାଥୀ ମୋର ଅସ୍ତରାଗ, ଅସ୍ତରାଗରେ ମୋ ଜୀବନ ଲିପି ଲଭିଅଛି ସାଧୁବାଦ ଆଦିମ ନାହିଁ ଅନ୍ତିମ ନାହିଁ ମଧ୍ୟମ ସିନା ସ୍ଥିତି, ମଧ୍ୟମ ନୁହେଁ ମାଧ୍ୟମ ମୁହିଁ ଅନ୍ତରଙ୍ଗ କଳା ସୃଷ୍ଟି ନନ୍ଦନ…
ସୁଧାଂଶୁ ଶେଖର ପାତ୍ର ( ମତାମତ - 3ଟି )
ଆମ ଗାଁ ମୁଣ୍ଡରେ ସେ ପଦ୍ମପୋଖରୀ ! ତା ପେଟରେ ପେଟେ ଗ୍ରାମସଡ଼କ ଯୋଜନାର ମାଟି ଛାତିରେ ତୀର ଭଳି ଗଳିଯାଇଛନ୍ତି କେତେଟା କଂକ୍ରିଟ୍ ପିଲାର ତାକୁ ମୃତ୍ୟୁଦଣ୍ଡ ଦେଇଥିବା କୃଷକ ବଜାରର ଆଖିରେ ଆଜି, ତାର ଏକ ପ୍ରାମାଣିକ ଚିତ୍ର…
ସୁବ୍ରତ ପ୍ରିୟବ୍ରତ ମହାନ୍ତି ( ମତାମତ - 3ଟି )