ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଅମରେନ୍ଦ୍ର ଖଟୁଆ
ଅନନ୍ତ ପଟ୍ଟନାୟକ
ମନମୋହନ ମିଶ୍ର
ରବି ଶତପଥୀ
ଶାରଦା ପ୍ରସାଦ ମିଶ୍ର
ଗୋଦାବରିଶ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା

 ୧ସର୍ବହରା

ଅନନ୍ତ ପଟ୍ଟନାୟକ

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା୤
ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ ୤

ଅନନ୍ତ ପଟ୍ଟନାୟକ  ( ମତାମତ - 1ଟା )

 ୨୨୦୧୩

ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ
ପ୍ରଜନ୍ମର ପ୍ରଜ୍ଜ୍ବଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ

ଗିରିଜାକୁମାର ବଳୀୟାରସିଂହ  ( ମତାମତ - 3ଟି )

 ୩ଭାବର ଶିହରଣ

ସନ୍ୟାସୀ ନାୟକ

ଆସ ପ୍ରିୟା ହୋଇଯିବା
ମିଥୁନ ମୁଦ୍ରାରେ
ଶିଳାରେ ଖୋଦିତ

ସନ୍ୟାସୀ ନାୟକ  ( ମତାମତ - 6ଟି )

 ୪ଦୋଳ

ଚାହୁଁ ଚାହୁଁ ଝରିଗଲା
ଋତୁ ଫୁଲର ରଙ୍ଗ
ଶୀତ ଛାଡ଼ି ଉଷୁମେଇ ଗଲା ଦିନ

ଅଶୋକ ଜେନା  ( ମତାମତ - 4ଟି )

 ୫ଦୀପଦୀପ୍ତି

ରଜତ କୁମାର ମିଶ୍ର

ଦୀପଶିଖାଟିଏ,
ଅନ୍ଧାର ବୋଝରେ ନଇଁପଡ଼ିଲେବି,
ଜଳୁଥିଲା, ଦୀପ୍ତିର ହାତ ଧରି!

ରଜତ କୁମାର ମିଶ୍ର  ( ମତାମତ - 5ଟି )

 ୬କବିତା ପାଠ – ଡିସେମ୍ବର ୨୦୧୨

କାମାକ୍ଷୀ ପ୍ରସାଦ ଦାଶ

( କବିତାର ଶୀର୍ଷକକୁ କ୍ଲିକ୍ କରି କବିତା ପାଠ ଶୁଣନ୍ତୁ ) ଶୀର୍ଷକ ଲେଖକ/ଲେଖିକା ସମୟ ଚାତକ କବିତା କାମାକ୍ଷୀ ପ୍ରସାଦ ଦାଶ ୩:୦୨ ଡାକରା କବିତା କାମାକ୍ଷୀ ପ୍ରସାଦ ଦାଶ ୨:୫୦

କାମାକ୍ଷୀ ପ୍ରସାଦ ଦାଶ  ( ମତାମତ - 6ଟି )

 ୭ନଦୀ ଓ ନାରୀ

କିଶୋରୀକିଙ୍କର ଦାସ

ନଈ ଥାଇ ଯଦି ନଈର ଛାତିରେ ନଥାଏ ଟିକିଏ ଜଳ ଜଳ ଥାଇ ଯଦି ନଉକା ନଥାଏ କେମିତି ଛୁଇଁବ କୂଳ ନଇ ଓ ନଉକା ଦୁଇଟିକୁ ନେଇ ନାଉରି ତାହାର ବଳ ନଈଟି ଲାଗିବ ଭଲ୤ ନଈ ଦୁଇକୂଳେ ଜଙ୍ଗଲ…

କିଶୋରୀକିଙ୍କର ଦାସ  ( ମତାମତ - 8ଟି )

 ୮ପଚାରନା ଆଉ

ଆଉ କେବେ ପଚାରନା
ବର୍ଷା ହେଲେ କବି କ’ଣ କରେ

ସନ୍ତୋଷ କୁମାର ମିଶ୍ର  ( ମତାମତ - 1ଟା )

 ୯ଅସ୍ତଛବି

ସୁଧାଂଶୁ ଶେଖର ପାତ୍ର

ଅସ୍ତ ଗଗନେ ଅସ୍ତଛବି ମୁଁ ସାଥୀ ମୋର ଅସ୍ତରାଗ, ଅସ୍ତରାଗରେ ମୋ ଜୀବନ ଲିପି ଲଭିଅଛି ସାଧୁବାଦ ୥ ଆଦିମ ନାହିଁ ଅନ୍ତିମ ନାହିଁ ମଧ୍ୟମ ସିନା ସ୍ଥିତି, ମଧ୍ୟମ ନୁହେଁ ମାଧ୍ୟମ ମୁହିଁ ଅନ୍ତରଙ୍ଗ କଳା ସୃଷ୍ଟି ୥ ନନ୍ଦନ…

ସୁଧାଂଶୁ ଶେଖର ପାତ୍ର  ( ମତାମତ - 3ଟି )

୧୦ଗୋଟିଏ ପଦ୍ମକଢ଼ିର କାହାଣୀ

ସୁବ୍ରତ ପ୍ରିୟବ୍ରତ ମହାନ୍ତି

ଆମ ଗାଁ ମୁଣ୍ଡରେ ସେ ପଦ୍ମପୋଖରୀ ! ତା ପେଟରେ ପେଟେ ଗ୍ରାମସଡ଼କ ଯୋଜନାର ମାଟି୤ ଛାତିରେ ତୀର ଭଳି ଗଳିଯାଇଛନ୍ତି କେତେଟା କଂକ୍ରିଟ୍‌ ପିଲାର୤ ତାକୁ ମୃତ୍ୟୁଦଣ୍ଡ ଦେଇଥିବା କୃଷକ ବଜାରର ଆଖିରେ ଆଜି, ତାର ଏକ ପ୍ରାମାଣିକ ଚିତ୍ର୤…

ସୁବ୍ରତ ପ୍ରିୟବ୍ରତ ମହାନ୍ତି  ( ମତାମତ - 3ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )