ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା
ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ
ଅନନ୍ତ ପଟ୍ଟନାୟକ ( ମତାମତ - 1ଟା )
ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ
ପ୍ରଜନ୍ମର ପ୍ରଜ୍ଜ୍ବଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ
ଗିରିଜାକୁମାର ବଳୀୟାରସିଂହ ( ମତାମତ - 3ଟି )
ଦୀପଶିଖାଟିଏ,
ଅନ୍ଧାର ବୋଝରେ ନଇଁପଡ଼ିଲେବି,
ଜଳୁଥିଲା, ଦୀପ୍ତିର ହାତ ଧରି!
ରଜତ କୁମାର ମିଶ୍ର ( ମତାମତ - 5ଟି )
( କବିତାର ଶୀର୍ଷକକୁ କ୍ଲିକ୍ କରି କବିତା ପାଠ ଶୁଣନ୍ତୁ ) ଶୀର୍ଷକ ଲେଖକ/ଲେଖିକା ସମୟ ଚାତକ କବିତା କାମାକ୍ଷୀ ପ୍ରସାଦ ଦାଶ ୩:୦୨ ଡାକରା କବିତା କାମାକ୍ଷୀ ପ୍ରସାଦ ଦାଶ ୨:୫୦
କାମାକ୍ଷୀ ପ୍ରସାଦ ଦାଶ ( ମତାମତ - 6ଟି )
ନଈ ଥାଇ ଯଦି ନଈର ଛାତିରେ ନଥାଏ ଟିକିଏ ଜଳ ଜଳ ଥାଇ ଯଦି ନଉକା ନଥାଏ କେମିତି ଛୁଇଁବ କୂଳ ନଇ ଓ ନଉକା ଦୁଇଟିକୁ ନେଇ ନାଉରି ତାହାର ବଳ ନଈଟି ଲାଗିବ ଭଲ ନଈ ଦୁଇକୂଳେ ଜଙ୍ଗଲ…
କିଶୋରୀକିଙ୍କର ଦାସ ( ମତାମତ - 8ଟି )
ଅସ୍ତ ଗଗନେ ଅସ୍ତଛବି ମୁଁ ସାଥୀ ମୋର ଅସ୍ତରାଗ, ଅସ୍ତରାଗରେ ମୋ ଜୀବନ ଲିପି ଲଭିଅଛି ସାଧୁବାଦ ଆଦିମ ନାହିଁ ଅନ୍ତିମ ନାହିଁ ମଧ୍ୟମ ସିନା ସ୍ଥିତି, ମଧ୍ୟମ ନୁହେଁ ମାଧ୍ୟମ ମୁହିଁ ଅନ୍ତରଙ୍ଗ କଳା ସୃଷ୍ଟି ନନ୍ଦନ…
ସୁଧାଂଶୁ ଶେଖର ପାତ୍ର ( ମତାମତ - 3ଟି )
ଆମ ଗାଁ ମୁଣ୍ଡରେ ସେ ପଦ୍ମପୋଖରୀ ! ତା ପେଟରେ ପେଟେ ଗ୍ରାମସଡ଼କ ଯୋଜନାର ମାଟି ଛାତିରେ ତୀର ଭଳି ଗଳିଯାଇଛନ୍ତି କେତେଟା କଂକ୍ରିଟ୍ ପିଲାର ତାକୁ ମୃତ୍ୟୁଦଣ୍ଡ ଦେଇଥିବା କୃଷକ ବଜାରର ଆଖିରେ ଆଜି, ତାର ଏକ ପ୍ରାମାଣିକ ଚିତ୍ର…
ସୁବ୍ରତ ପ୍ରିୟବ୍ରତ ମହାନ୍ତି ( ମତାମତ - 3ଟି )