ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶକ୍ତି ମହାନ୍ତି
କନକଲତା ସାହୁ
ସାର୍‌ ବାସୁଦେବ ସୁଢ଼ଳଦେବ
ବରେନ୍ଦ୍ର କୃଷ୍ଣ ଧଳ
ସହଦେବ ସାହୁ
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସାହିତ୍ୟ ଜଗତ ଖବର

୭୧ଧାନଫୁଲର ମହକ କବିତା ସଙ୍କଳନ ଲୋକାର୍ପିତ

ରାଉରକେଲା: ଇସ୍ପାତ ସହରରୁ ପ୍ରକାଶ ପାଇଆସୁଥିବା ଧାନଫୁଲ ପତ୍ରିକାର ସମ୍ପାଦକ ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଗତକାଲି ସନ୍ଧ୍ୟାରେ ଉନ୍ନୋଚିତ ହୋଇଯାଇଛି୤ ପ୍ରଗତି ଉତ୍କଳ ସଂଘ ପରିସରସ୍ଥିତ ମଧୁ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଉକ୍ତ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୭୨ସମ୍ଭାବନା ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା

ଭୁବନେଶ୍ବର: ଓଡିଆ ନବବର୍ଷ ଅବସରରେ ‘ସମ୍ଭାବନା’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶ୍ରେଷ୍ଠ ଓଡିଆଣୀ ପ୍ରତିଯୋଗିତା ୧୪ ତାରିଖ ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି୤ ଉଦ୍‌ଯାପନୀ ସଂଧ୍ୟାରେ ଏକାମ୍ର ହାଟ ଓଡିଆଣୀଙ୍କ ହୁଳହୁଳି ଓ ଶଙ୍ଖ ଧ୍ବନିରେ କମ୍ପି ଉଠିଥିଲା୤ ଏହି ପ୍ରତିଯୋଗିତାରେ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୭୩ସିସୋର ସାହିତ୍ୟ ଏକାଡ଼େମୀର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ଭୁବନେଶ୍ବର: ଭାରତୀୟ ବିଦ୍ୟାଭବନଠାରେ ୧୧ ତାରିଖ ସନ୍ଧ୍ୟାରେ ‘ସିସୋର ସାହିତ୍ୟ ଏକାଡ଼େମୀ’ ପକ୍ଷରୁ ଦ୍ବିତୀୟ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ବିଶିଷ୍ଠ କଥାକାର ତଥା ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ସାହିତ୍ୟର…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୭୪୧୭ତମ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ

ରାଉରକେଲା: ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ୧୭ତମ ରାଉରକେଲା ପୁସ୍ତକମେଳା ଗତ ୨ ତାରିଖ ଦିନ ଭଞ୍ଜଭବନ ପରିସରରେ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଏସ୍. ଏନ୍. ସିଂହଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି୤ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 2ଟି )

୭୫ଅପ୍ରାନ୍ତ ଓଡ଼ିଆ ସଫ୍ଟୱେର୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ବର ୨୧/୨୨, ଗତକାଲି ଖାରବେଳ ନଗର ସ୍ଥିତି ଓଡ଼ିଶା ଭବନଠାରେ ଏକ ନୂତନ ଓଡ଼ିଆ ସଫ୍ଟୱେର୍ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ବ୍ୟବହାର ସମ୍ବନ୍ଧିତ ଶିବିର ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ବିତରକ, ଡିଟିପି ଅପରେଟରମାନଙ୍କୁ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 5ଟି )

୭୬ବେଦବ୍ୟାସ ସାହିତ୍ୟ ସମ୍ମାନ-୨୦୦୯ ପ୍ରଦାନ

ଗତ ଏଗାର ତାରିଖ ଦିନ ଦକ୍ଷିଣ ରାଉରକେଲାର ସାର ନଗରୀଠାରେ ଏକ ମନୋଜ୍ଞ ସାହିତ୍ୟ ସମ୍ମାନ ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ୤ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି ଉତ୍ସବରେ…

ÏÚ¨Ïá³ÑÚ  ( ମତାମତ - 1ଟା )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )