ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶାରଦା ପ୍ରସାଦ ମିଶ୍ର
ଡ.ହରେକୃଷ୍ଣ ମହତାବ
ଅଖିଳମୋହନ ପଟ୍ଟନାୟକ
ମନୋଜ ଦାସ
ବିରଜା ବଳ
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସାହିତ୍ୟ ଜଗତ ଖବର

୬୧ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ

ଇସ୍ପାତ ସହରର ଅଗଣୀ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପରିସରରେ ଆରମ୍ଭ ହୋଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୨ରାଜ୍ୟ ଲେଖିକା ସଂସଦର ସାହିତ୍ୟ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟ ଲେଖିକା ସଂସଦ ପକ୍ଷରୁ ଆସନ୍ତା ଡିସେମ୍ବର ୧୧ ତାରିଖରେ ଆୟୋଜିତ ହେବାକୁଥିବା ସାହିତ୍ୟ ସମାରୋହ ପାଇଁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୩ଓଡ଼ିଆରେ ଇମେଲ୍ ଓ ଚାଟ୍ କରିବା ପାଇଁ ନୂତନ ସଫ୍ଟୱେର୍ (ୟୁନିକୋଡ୍)

ରାଉରକେଲା: କମ୍ପ୍ୟୁଟର୍‌ରେ ସୁବିଧାରେ ଓଡ଼ିଆ ଟାଇପ୍ କରିବାପାଇଁ ପୂର୍ବରୁ ଏକ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଥିଲା ବେଳେ ଏବେ ସ୍ଥାନୀୟ ସଂସ୍ଥା ଦ୍ବାରା ଇଣ୍ଟର୍‌ନେଟ୍‌ରେ ଓଡ଼ିଆରେ ଲେଖିବା ପାଇଁ (ଇମେଲ୍ ଓ ଚାଟ୍) ଅପ୍ରାନ୍ତ ଓଡ଼ିଆ ୟୁନିକୋଡ୍ ନାମକ ଆଉ ଏକ ନୂତନ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 5ଟି )

୬୪ବୀଣାପାଣି ମହାନ୍ତିଙ୍କୁ ସାରଳା ସମ୍ମାନ ପ୍ରଦାନ

ଭୁବନେଶ୍ବର: ଓଡିଆ ସାହିତ୍ୟର ପ୍ରଥିତଯଶା ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା ବୀଣାପାଣି ମହାନ୍ତିଙ୍କୁ ସମ୍ମାନଜନକ ସାରଳା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି ୤ ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଇଣ୍ଡିଆନ୍ ମେଟାଲିକ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୫ସାହିତ୍ୟିକମାନେ ପାଠକଙ୍କ ପସନ୍ଦ ଅନୁଯାୟୀ ସାହିତ୍ୟ ସୃଷ୍ଟି କରନ୍ତୁ

ରାଉରକେଲା: ଗତକାଲି ରଜ ଉତ୍ସବ ଉପଲକ୍ଷେ ଉଦିତ୍‌ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକଦିନାତ୍ମକ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ୤ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ (ରାଉରକେଲା) ଓ ସୁଲେଖା ସାହିତ୍ୟ ସଂସ୍କୃତି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୬ଶିଳାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ

ଗତ ତିନିବର୍ଷ ଧରି ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ସହର ବିରମିତ୍ରପୁରରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ଶିଳ୍ପାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ ହୋଇଯାଇଛି ୤ ଅଧ୍ୟାପକ ହରିହର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ଏହି ସଂଖ୍ୟାଟିର ପ୍ରବନ୍ଧ ବିଭାଗରେ କୁମାର୍ ହସନ୍,…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୭ତେତିଶ ଓଡିଆ କବିରେ ରାଉରକେଲାରୁ ଜଣେ କବି

କଟକ ସ୍ଥିତ ନିଉ ଏଜ୍ ପବ୍ଲିକେଶନ୍‌ସ୍ ପକ୍ଷରୁ ନିକଟରେ ତେତିଶ ଓଡିଆ କବି ଶୀର୍ଷକ ଏକ ମର୍ଯ୍ୟାଦାଜନକ କାବ୍ୟ ସଙ୍କଳନ ପ୍ରକାଶ ପ୍ରକାଶ ପାଇଛି ୤ ବରିଷ୍ଠ କବି ବିଭୁପ୍ରସାଦ ପାଢୀ, ପ୍ରଫେସର ଗୁରୁଚରଣ ବେହେରା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୮ଦୁଇଟି କବିତା ପୁସ୍ତକ ଉନ୍ମୋଚିତ

ରାଉରକେଲା: ସହରର ଅଗ୍ରୀଣ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦଆନୁକୂଲ୍ୟରେ ଇତି ମଧ୍ୟରେ ଦୁଇଟି କବିତା ପୁସ୍ତକ ଉନ୍ନୋଚିତ ହୋଇଯାଇଛି ୤ ଏହା ହେଉଛି ସଂସଦର ବାର୍ଷିକ ମୁଖପତ୍ର ଭାବେ ପ୍ରକାଶିତ କବିତା ସଙ୍କଳନ ସ୍ତବକ ଓ କବି ଆଖଣ୍ଡଳମଣୀ ପଣ୍ଡାଙ୍କ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୬୯ସାହିତ୍ୟ ସମାରୋହ, କବିତା ପାଠ ଓ ପୁସ୍ତକ ଉନ୍ମୋଚନ

ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବାସନ୍ତିକା ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୭୦ପିଲାଙ୍କ ପାଇଁ ନୂତନ ବ୍ୟଙ୍ଗ କବିତା ପୁସ୍ତକ ଉନ୍ମୋଚିତ

ସହରର ପରିଚିତ ବ୍ୟଙ୍ଗ କବି ବ୍ରଜବିହାରୀ ଦାଶଙ୍କ ବିଜ୍ଞାନ ଭିତ୍ତିକ ଶିଶୁ କବିତା ସଙ୍କଳନ ଚକା ଫାଟିଲା ଢୋ ଇତି ମଧ୍ୟରେ ଉନ୍ମୋଚିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )