ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ ଏବଂ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ, ସମ୍ବର୍ଦ୍ଧନା ସଭା, ପୁସ୍ତକ ଉନ୍ମୋଚନ ଓ କବିତା ପାଠିତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି ଅନୁଷ୍ଠାନର…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ପକ୍ଷରୁ ବାସନ୍ତିକା ସାହିତ୍ୟ ସମାରୋହ-୨୦୧୧ ଏବଂ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଏହିପରି ବହୁ ଭାଷାଭାଷୀ କବି ସମ୍ମେଳନ ମାଧ୍ୟମରେ ବିଭିନ୍ନ ଭାଷାର ସାହିତ୍ୟିକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ବୃଦ୍ଧି ହୋଇପାରିବ ବୋଲି କହିଥିଲେ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ଼ ଶାଖା ରାଉରକେଲା ପକ୍ଷରୁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ ପରିସରରେ କବି ବିଦ୍ୟୁତ୍ପ୍ରଭା ଦେବୀଙ୍କ ଜୀବନାଦର୍ଶ ଉପରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ଓଡିଆ ଭାଷା, ସାହିତ୍ୟସଂସ୍କୃତି ଓ ସ୍ବାଭିମାନର ବିକାଶ ମଞ୍ଚ “ଆମେ ଓଡିଆ”ର ଷଷ୍ଠ ବାର୍ଷିକୋତ୍ସବ ଏବଂ ବିଷୁବ ମିଳନ-୨୦୧୧ ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
କଟକ : ପୁସ୍ତକ ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ ସବୁ ଜାଗାରେ, ସବୁ ସମୟରେ, ସବୁ ପରିସ୍ଥିତିରେ ପୁସ୍ତକକୁ ବ୍ୟବହାର କରିହେବ ମଣିଷ ଜୀବନରେ ପୁସ୍ତକର କୌଣସି ବିକଳ୍ପ ନାହିଁ କଟକର ଐତିହାସିକ ବାଲିଯାତ୍ରା ପଡିଆଠାରେ କଟକ ପୁସ୍ତକମେଳାର ଉଦ୍ଘାଟନୀ ଉତ୍ସବରେ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 3ଟି )
କଟକ : ୨୦୧୦ ମସିହା ନିମନ୍ତେ ଗଙ୍ଗାଧର ରଥ ଫାଉଣ୍ଡେସନ୍ ଦ୍ବାରା ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ପାଇବେ ଆଧୁନିକ ଓଡ଼ିଆ କାବ୍ୟ କବିତା ଜଗତରେ ଅନନ୍ୟ ପ୍ରତିଭାଧାରୀ ସୀତାକାନ୍ତ ପ୍ରାୟ ଏକ ଶହ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଭୁବନେଶ୍ବର : ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ୨୨ ତାରିଖ ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି ୨୧ ତାରିଖ ଦିନ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଗୋପାଳବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଭୁବନେଶ୍ବର : ସଂପ୍ରତି ଇଣ୍ଟରନେଟ୍ର ଯୁଗ ଏବେ ଅଧିକାଂଶ ତଥ୍ୟ ଇଣ୍ଟରନେଟ୍ରୁ ସହଜରେ ମିଳିଯାଉଛି ତେଣୁ ବହି ଘାଣ୍ଟିବାକୁ ଆଉ କେହି ଆବଶ୍ୟକ ମନେ କରୁନାହାନ୍ତି ଏଭଳି ସ୍ଥିତିରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ସହିତ ତାର ଗ୍ରହଣଶୀଳତା ପ୍ରତି…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ସାହିତ୍ୟରେ ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ନରହିଲେ ସାହିତ୍ୟ କେବଳ ପରୀକଥା ହୋଇ ରହିଯିବ ଏହା ପ୍ରକୃତ ସାହିତ୍ୟ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ତଥା ଗାଳ୍ପିକା ଚିତ୍ରା ମୁଦ୍ଗଲ୍ ଭୁବନେଶ୍ବରର ଜୟଦେବଭବନରେ ଓଡ଼ିଆ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସୀତାକାନ୍ତ ମହାପାତ୍ରଙ୍କୁ ୨୦୧୦ ମସିହା ବର୍ଷର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି କବି ସୀତାକାନ୍ତ ମହାପାତ୍ର ଓଡ଼ିଆ କବିତାଜଗତର ଜଣେ ଅତିପରିଚିତ ନାଁ ଅତ୍ୟାଧୁନିକ ଓଡ଼ିଆ କବିତାର କଥା ଉଠିଲେ ପ୍ରଥମେ ଆସିଯାଏ ରମାକାନ୍ତ ଓ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →