ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମଧୁସୂଦନ ଦାସ
କାଳିନ୍ଦି ଚରଣ ପାଣିଗ୍ରାହୀ
ବିଷ୍ଣୁପ୍ରିୟା ମହାପାତ୍ର
ଅଖିଳମୋହନ ପଟ୍ଟନାୟକ
ଫନି ମହାନ୍ତି
ଅମରେଶ ବିଶ୍ବାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସାହିତ୍ୟ ଜଗତ ଖବର

୪୧ରାଜ୍ୟର ବିଭିନ୍ନ ଶକ୍ତିପୀଠ ଉପରେ ନୂତନ ପୁସ୍ତକ “ଦେବୀ” ଉନ୍ମୋଚିତ

ଚଳିତ ଦୁର୍ଗାପୂଜା ଅବସରରେ ଓଡ଼ିଶାର ଶକ୍ତିପୀଠସମୂହର ଏକ ସଂଙ୍କଳନ “ଦେବୀ” ମହାଷଷ୍ଠୀରେ ଉନ୍ମୋଚିତ ହୋଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୪୨ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍‌ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ୤ ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍‌ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ୤ ରୋମାଣ୍ଟିକ୍‌ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ …

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୪୩ଓଡ଼ିଆ ଅନୁବାଦରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ବ୍ୟବହାର ଉପରେ ଗୁରୁତ୍ବାରୋପ

ଭୁବନେଶ୍ବର : ଓଡ଼ିଆ ଅନୁବାଦରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ବ୍ୟବହାର ଉପରେ ଶିକ୍ଷାବିତ୍‌ମାନେ ଗୁରୁତ୍ବାରୋପ କରିଛନ୍ତି୤ ଶୁକ୍ରବାର ଦିନ ଭୁବନେଶ୍ବରଠାରେ ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହାୟତାରେ ଓଡ଼ିଶା…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 2ଟି )

୪୪ଝାଡ଼ଖଣ୍ଡରେ ଓଡ଼ିଆକୁ ଦ୍ବିତୀୟ ରାଜଭାଷା ମାନ୍ୟତା ବିଲ୍‌ ଗୃହୀତ

ରାଜ୍ୟ ବିଧାନସଭାରେ ଓଡ଼ିଆକୁ ରାଜଭାଷା ସମ୍ପର୍କିତ ବିଲ୍‌ ଗୃହୀତ ଭୁବନେଶ୍ବର : ଝାଡ଼ଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ପ୍ରଦାନ ସମ୍ପର୍କିତ ବିଲ୍‌ ଗୃହୀତ ହୋଇଛି୤ ଫଳରେ ଝାଡ଼ଖଣ୍ଡରେ ବସବାସ କରୁଥିବା ଲକ୍ଷାଧିକ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୪୫ଓଡିଆ ଭାଷାକୁ ଝାଡଖଣ୍ଡରେ ଦ୍ବିତୀୟ ଭାଷାଭାବେ ମାନ୍ୟତା ନେଇ ପଦକ୍ଷେପ ଆରମ୍ଭ

ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି୤ ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ହୋଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୪୬ପାଠ୍ୟକ୍ରମକୁ ସରଳ କରିବା ପାଇଁ ଅନୁବାଦ ଜରୁରୀ

ଭୁବନେଶ୍ବର: ଭାଷା ହିଁ ଭାବ ବିନିମୟର ସର୍ବୋତ୍ତମ ମାଧ୍ୟମ୤ ମାତୃଭାଷା ଦ୍ବାରା ଯେତେ ସହଜରେ ଭାବର ଆଦାନ ପ୍ରଦାନ କରାଯାଇପାରିବ ତାହା ଅନ୍ୟକୌଣସି ଭାଷା ମାଧ୍ୟମରେ ସମ୍ଭବ ନୁହେଁ୤ ତେଣୁ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଆମକୁ ବିଭିନ୍ନ ଅନ୍ୟ ଭାଷାର ପୁସ୍ତକଗୁଡ଼ିକୁ ବ୍ୟାପକ ସଂଖ୍ୟାରେ ଓଡିଆରେ ଅନୁବାଦ କରାଯିବା ଉଚିତ୍୤ ସ୍ଥାନୀୟ ପୁସ୍ତକ ଭବନଠାରେ ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପକ୍ଷରୁ “ଉଚ୍ଚଶିକ୍ଷା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଅନୁବାଦର ଭୂମିକା” ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପରୋକ୍ତ ମତ ପ୍ରକାଶ ପାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୪୭ରାଜ୍ୟସ୍ତରୀୟ ସାରସ୍ବତ ସାହିତ୍ୟ ସମାରୋହ ଏବଂ ସମ୍ବର୍ଦ୍ଧନା ସଭା

ଆମ ଓଡ଼ିଆ ସଂସ୍କୃତି ଭିତରକୁ ବହୁ ଅପସଂସ୍କୃତି ପଶିଆସୁଛି୤ ତେଣୁ କ୍ରମାଗତ ଉଦ୍ୟମ ମାଧ୍ୟମରେ ହିଁ ଓଡିଆ ଭାଷା ଓ ସାହିତ୍ୟକୁ ସୁରକ୍ଷିତ ରଖାଯାଇପାରିବ ବୋଲି ଇସ୍ପାତ ସହରର ସାରନଗରୀରେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ବତ ରଜ ମହୋତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୪୮ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଗତ ୪ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୭-୨୦୦୮ ଏବଂ ୨୦୦୮ – ୨୦୦୯ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୪୯କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ

ରାଉରକେଲା: ଗତକାଲି ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଆଦର୍ଶ ପାଠାଗାର ଏବଂ ଭଞ୍ଜ କଲ୍ଚରାଲ୍ ଟ୍ରଷ୍ଟ୍‌ର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି୤ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜାତୀୟ ପ୍ରଯୁକ୍ତି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୫୦ଗିରି ଦଣ୍ଡସେନା ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ପଦରେ ନିଯୁକ୍ତ

ରାଉରକେଲା: ନିକଟରେ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ଗାଳ୍ପିକ ଗିରି ଦଣ୍ଡସେନା ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି୤ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଦଣ୍ଡସେନା ଅନେକ ତରୁଣ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )