ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କୃଷ୍ଣପ୍ରସାଦ ମିଶ୍ର
ଜଗଦୀଶ ମହାନ୍ତି
ବୈକୁଣ୍ଠନାଥ ପଟ୍ଟନାୟକ
ଦେବେନ୍ଦ୍ର ମହାନ୍ତି
ଦୀପକ ମିଶ୍ର
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସାହିତ୍ୟ ଜଗତ ଖବର

୩୧କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁସ୍ତକ ମନୋନୟନ ବିବାଦ

ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’ ପୁରସ୍କାର ଉପରେ ରହିତାଦେଶ କଟକ: ରାଜ୍ୟରେ ସମ୍ପ୍ରତି ସାହିତ୍ୟ ପୁରସ୍କାରକୁ ନେଇ ବିବାଦ ଘନେଇ ଥିବାବେଳେ ଏବେ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁସ୍ତକ ମନୋନୟନକୁ ନେଇ ମାମଲା ଯୋଗୁଁ ଏହି ପ୍ରସଙ୍ଗ ଅଧିକ ଘନୀଭୂତ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 3ଟି )

୩୨୧୦ ଦିନ ବ୍ୟାପୀ ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ

ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, କଟକ ପୁରୀ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଦଶଦିନ ବ୍ୟାପି ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍‌ଯାପିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୩ସାମାଜିକ ବିକାଶ ସହିତ ବ୍ୟକ୍ତିର ବିକାଶ ପାଇଁ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ

ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ନବମ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ଚତୁର୍ଥ ପତ୍ରିକାହାଟ’ ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟ ପରିସରର ଅନୁଷ୍ଠିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୩୪କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର

ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖନୀ ଚାଳନାରେ ସିଦ୍ଧହସ୍ତ ହରିହର ମିଶ୍ର ୭୧ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଞ୍ଚଳ୤ ଜଣେ କବି ଗାଳ୍ପିକ ଏବଂ ଅନୁବାଦକ ଭାବେ ସୁଖ୍ୟାତି ଲାଭ କରିଥିବା ଶ୍ରୀ ମିଶ୍ର ଜଣେ ନାଟ୍ୟକାର ଭାବେ ମଧ୍ୟ ସୁପରିଚିତ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୫ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ ଅନୁଷ୍ଠିତ

ନାରୀର ଶକ୍ତି ହିଁ ନାରୀର ମୁକ୍ତି ରାଉରକେଲା: ନାରୀ ଭିତରେ ଥିବା ଶକ୍ତି ହିଁ ନାରୀଙ୍କୁ ମୁକ୍ତି ଆଡକୁ ନେଇଯିବ୤ ଆଉ ତା ଦେଇ ଭୋଗବାଦର ସମୟ ଭିତରେ ନାରୀ ଏକ ପଣ୍ୟ ବସ୍ତୁ ହୋଇଯାଇଛି୤ ଯେତେବେଳେ ନାରୀ ଅତ୍ୟାଚାରରେ ସମଗ୍ର…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୬ରାଜଧାନୀ ପୁସ୍ତକ ମେଳା ଆରମ୍ଭ : ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ ପାଇଁ ଗଜପତି ମହାରାଜଙ୍କ ଆହ୍ବାନ

ଶିକ୍ଷା ସମାଜ ଓ ବ୍ୟକ୍ତିର ଦର୍ପଣ ସଦୃଶ୤ ତେଣୁ ଅଧିକ ସଂଖ୍ୟାରେ ଜ୍ଞାନ ଆହରଣ କରିବାକୁ ହେଲେ ଅଧିକ ପୁସ୍ତକ ଅଧ୍ୟୟନ କରିବାର ଅବଶ୍ୟକ ରହିଛି ବୋଲି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୩୭ସ୍ବର୍ଗତ ସ୍ବାହା ଶୁକ୍ଳଙ୍କ ଦୁଇ ପୁସ୍ତକ ଉନ୍ମୋଚିତ

ରାଉରକେଲା: ସ୍ଥାନୀୟ ରାଉରକେଲା କ୍ଲବ୍ ପରିସରରେ ସ୍ବର୍ଗତ ସ୍ବାହା ଶୁକ୍ଳଙ୍କର ରଚିତ ଗଳ୍ପ ସଙ୍କଳନ “ବିପଞ୍ଚି” ଓ କବିତା ସଙ୍କଳନ “ମନ୍ଦାକିନୀ” ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି୤ ବିଶିଷ୍ଟ ଲେଖକ ଅସୀମ ବସୁ ଓ ବାମପନ୍ଥି ନେତା ଜନାର୍ଦ୍ଦନ ପତି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୩୮ସାଧାରଣ ମଣିଷର ସ୍ବାର୍ଥ ସହ ଜଡିତ ହେଲେ ହିଁ ସାହିତ୍ୟ କାଳଜୟୀ ହୋଇପାରିବ

ରାଉରକେଲା: ପ୍ରଗତିଶୀଳ ସାହିତ୍ୟ ପତ୍ରିକା ଭିଡ ଭିତରେ ଭିନ୍ନ ସ୍ବର “ଅକ୍ଷର”ର ଶରତ ସ୍ବତନ୍ତ୍ର ସଂଖ୍ୟା ସ୍ଥାନୀୟ କଲଚରାଲ ଏକାଡେମୀ ପରିସରରେ ଉନ୍ମୋଚିତ ହୋଇଯାଇଛି୤ ଏହି ଅବସରରେ ସ୍ବର୍ଗତ ସନତ ରାୟ ଏବଂ କୀର୍ତ୍ତନ ପରିଡାଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୩୯ସମାଜର ଉନ୍ନତି ଦିଗରେ ହାସ୍ୟବ୍ୟଙ୍ଗ ସାହିତ୍ୟିକଙ୍କ ରଚନା ଗୁରୁତ୍ବପୂର୍ଣ୍ଣ

ଇସ୍ପାତ ସହରରେ ଫତୁରାନନ୍ଦ ସ୍ମୃତି କମିଟି ଏବଂ ହାସ୍ୟବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ରାଉରକେଲା : ବ୍ୟଙ୍ଗ ପଛରେ ସମାଜ ସଂସ୍କାର ଭଳି ମହତ୍‌ ଓ ଅର୍ନ୍ତନିହିତ ଉଦ୍ଦେଶ୍ୟ ରହିଥାଏ ଏବଂ ବ୍ୟଙ୍ଗ ସାହିତ୍ୟିକମାନେ ସମାଜ ସଂସ୍କାର ଉଦ୍ଦେଶ୍ୟରେ ତ୍ରୁଟି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୪୦ସ୍ବସ୍ତି ସାହିତ୍ୟ ସଂସଦର ମାସିକ ଆସରରେ ଶାରଦୀୟ କବିତା ପର୍ବ

ଇସ୍ପାତ ସହରର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ସନ୍ଧ୍ୟା ଅବସରରେ ପାର୍ବଣ ସାହିତ୍ୟ ଓ ଶାରଦୀୟ କବିତା ପର୍ବ ଗତ ଆଠ ତାରିଖ ସନ୍ଧ୍ୟାରେ ହୃଷୀକେଶ ରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )