ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିଷ୍ଣୁପ୍ରିୟା ମହାପାତ୍ର
କୃଷ୍ଣପ୍ରସାଦ ମିଶ୍ର
ଗୋଦାବରୀଶ ମହାପାତ୍ର
ଭଗବତୀ ଚରଣ ପାଣିଗ୍ରାହୀ
ଅମରେନ୍ଦ୍ର ଖଟୁଆ
ପ୍ରଦୀପ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ପୁସ୍ତକ ସମୀକ୍ଷା

 ୧କାଳିଝିଅ ସବୁଜାଣେ

କବି ଓ ସମାଲୋଚକ ଓଡ଼ିଆ ପ୍ରାଧ୍ୟାପକ ଡ.ତୀର୍ଥାନନ୍ଦ ମିଶ୍ର ଓଡ଼ିଆ ଆଧୁନିକ କବିତାରେ ଏକ ସୁପରିଚିତ ନାମ୤ କେବଳ କବି ଭାବରେ ନୁହେଁ ସମାଲୋଚନା ସାହିତ୍ୟ ଓ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନରେ ତାଙ୍କର ସୁଖ୍ୟାତି ରହିଛି୤ ‘ପକ୍ଷୀଟିଏ ହେଲେ’ ଶ୍ୟାମଳ ସାରାଂଶ ଓ କାଳିଝିଅ ସବୁଜାଣେ ଆଦି ସୃଷ୍ଟି କରି ଆଧୁନିକ ଓଡ଼ିଆ କବିତାରେ ସେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 17ଟି )

 ୨ଓଡ଼ିଶା ଇତିହାସ

ସମ୍ପାଦନା : ପ୍ରୀତୀଶ ଆଚାର୍ଯ୍ୟ ପ୍ରକାଶକ : ଆମ ଓଡ଼ିଶା, ୟୁନିଟ୍‌-୩, ଭୁବନେଶ୍ବର ସମୀକ୍ଷକ : ଡକ୍ଟର ଯଶୋବନ୍ତ ନାରାୟଣ ଧର ଓଡ଼ିଆ ପୁସ୍ତକ ଜଗତର ଏକ ଶାରଦୀୟ ସୁସମ୍ବାଦ ହେଉଛି ‘ଆମ ଓଡ଼ିଶା’ ପକ୍ଷରୁ ‘ଓଡ଼ିଶା ଇତିହାସ’ ନାମକ ଏକ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

 ୩ନିଃସଙ୍ଗତା ବିରୋଧରେ : ଜୀବନ ସଙ୍ଗରେ

ଲେଖକ : ଅଶୋକ ଚନ୍ଦ୍ର ମହାପାତ୍ର ପ୍ରକାଶକ : କାବ୍ୟଲୋକ, ୟୁନିଟ୍‌-୧, ଭୁବନେଶ୍ବର ସମୀକ୍ଷକ : ଭାଗୀରଥି ମିଶ୍ର, ଆକାଶବାଣୀ, ସମ୍ବଲପୁର “କଳାକାର ହେଉଛି ଜଣେ ନିଃସଙ୍ଗ ବ୍ୟକ୍ତିତ୍ବ ୤ ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ ସେ କାମ କରୁଥାଏ୤” – କହନ୍ତି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 5ଟି )

 ୪ଅପୂର୍ବା

ଲେଖକ :ଅଜୟ ପ୍ରଧାନ ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ୍, ବାଲେଶ୍ବର ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ ) ତିରିଶ ବର୍ଷରୁ ଊର୍ଦ୍ଧ୍ବ କବିତା ଭିତରେ ବୁଡିଥିବା କବି ଅଜୟ ପ୍ରଧାନଙ୍କର “ଅପୂର୍ବା ” ଯେତିକି ଅପୂର୍ବ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

 ୫ଏକ ଅସୁନ୍ଦର କାହାଣୀର ‘କଭର ଷ୍ଟୋରି’

ଲେଖକ : ସତ୍ୟପ୍ରିୟ ମହାଳିକଙ୍କ ପ୍ରକାଶକ : ଟାଇମ୍ ପାସ୍‌ , କଟକ ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ ) ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍‌ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 4ଟି )

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )