ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

→ ପୁସ୍ତକ ସମୀକ୍ଷା

 1କାଳିଝିଅ ସବୁଜାଣେ

କବି ଓ ସମାଲୋଚକ ଓଡ଼ିଆ ପ୍ରାଧ୍ୟାପକ ଡ.ତୀର୍ଥାନନ୍ଦ ମିଶ୍ର ଓଡ଼ିଆ ଆଧୁନିକ କବିତାରେ ଏକ ସୁପରିଚିତ ନାମ୤ କେବଳ କବି ଭାବରେ ନୁହେଁ ସମାଲୋଚନା ସାହିତ୍ୟ ଓ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନରେ ତାଙ୍କର ସୁଖ୍ୟାତି ରହିଛି୤ ‘ପକ୍ଷୀଟିଏ ହେଲେ’ ଶ୍ୟାମଳ ସାରାଂଶ ଓ କାଳିଝିଅ ସବୁଜାଣେ ଆଦି ସୃଷ୍ଟି କରି ଆଧୁନିକ ଓଡ଼ିଆ କବିତାରେ ସେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି୤

  ମତାମତ - 5ଟି →

 2ଓଡ଼ିଶା ଇତିହାସ

ସମ୍ପାଦନା : ପ୍ରୀତୀଶ ଆଚାର୍ଯ୍ୟ ପ୍ରକାଶକ : ଆମ ଓଡିଶା, ୟୁନିଟ୍‌-୩, ଭୁବନେଶ୍ବର ସମୀକ୍ଷକ : ଡକ୍ଟର ଯଶୋବନ୍ତ ନାରାୟଣ ଧର ଓଡ଼ିଆ ପୁସ୍ତକ ଜଗତର ଏକ ଶାରଦୀୟ ସୁସମ୍ବାଦ ହେଉଛି ‘ଆମ ଓଡ଼ିଶା’ ପକ୍ଷରୁ ‘ଓଡ଼ିଶା ଇତିହାସ’ ନାମକ ଏକ…

  ମତାମତ ଦିଅନ୍ତୁ →

 3ନିଃସଙ୍ଗତା ବିରୋଧରେ : ଜୀବନ ସଂଗରେ

ଲେଖକ : ଅଶୋକ ଚନ୍ଦ୍ର ମହାପାତ୍ର ପ୍ରକାଶକ : କାବ୍ୟଲୋକ, ୟୁନିଟ୍‌-୧, ଭୁବନେଶ୍ବର ସମୀକ୍ଷକ : ଭାଗୀରଥି ମିଶ୍ର, ଆକାଶବାଣୀ, ସମ୍ବଲପୁର “କଳାକାର ହେଉଛି ଜଣେ ନିଃସଙ୍ଗ ବ୍ୟକ୍ତିତ୍ବ ୤ ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ ସେ କାମ କରୁଥାଏ୤” – କହନ୍ତି…

  ମତାମତ - 5ଟି →

 4ଅପୂର୍ବା

ଲେଖକ :ଅଜୟ ପ୍ରଧାନ ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ୍, ବାଲେଶ୍ବର ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ ) ତିରିଶ ବର୍ଷରୁ ଊର୍ଦ୍ଧ୍ବ କବିତା ଭିତରେ ବୁଡିଥିବା କବି ଅଜୟ ପ୍ରଧାନଙ୍କର “ଅପୂର୍ବା ” ଯେତିକି ଅପୂର୍ବ…

  ମତାମତ - 1ଟା →

 5ଏକ ଅସୁନ୍ଦର କାହାଣୀର ‘କଭର ଷ୍ଟୋରି’

ଲେଖକ : ସତ୍ୟପ୍ରିୟ ମହାଳିକଙ୍କ ପ୍ରକାଶକ : ଟାଇମ୍ ପାସ୍‌ , କଟକ ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ ) ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍‌ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ…

  ମତାମତ - 2ଟି →

♦ ପାଠକୀୟ ମତାମତ