ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ନବ ପ୍ରତିଭା)

 ୧ମନେପଡ଼େ

ମନେପଡ଼େ ଆଜି
ରଜର ଚକୁଳି ଆମ୍ବ ଗଛ ଦୋଳି
ସୁଦଶା ବ୍ରତର ପିଠା
ରଥର ଦଉଡ଼ି ବର୍ଷାରେ କବାଡ଼ି
ରାଧାଷ୍ଟମି ର ମିଠା।

ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର  ( ମତାମତ ଦିଅନ୍ତୁ →

 ୨ରଫ୍ ଖାତା

ବସ୍ତାନି ଭିତରେ
ରଫ୍ ଖାତାଟିର ସ୍ଥିତି ବଡ ଭୟଙ୍କର।
ତା’ର ପ୍ରତିଟି ପୃଷ୍ଠା ଉତ୍ସର୍ଗ କରିଛି
ଅନ୍ୟର ଉପକାର ପାଇଁ।
ଲେଖାମାନଙ୍କର ଗହଳି ଭିତରେ

ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା  ( ମତାମତ ଦିଅନ୍ତୁ →

 ୩କାନ୍ଦୁଛି ପତିତ ସିଂହ ଦୁଆରେ

ଜ୍ଞାନୀ ଜନ ଯଦି ହୋଇବେ ଅଜ୍ଞାନୀ
ଜଗତ କିସ ହୋଇବ।
ଦାରୁବ୍ରହ୍ମ ଯଦି ହୋଇବେ ପାଷାଣ
ମୋ ଡାକ କିଏ ଶୁଣିବ॥

ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)  ( ମତାମତ - 7ଟି )

 ୪ପୁଅ ଆମେ ଓଡ଼ିଶାର

ମାତୃଭୂମି ଯାର ଓଡ଼ିଶା ଅଟଇ
ମାତୃଭାଷା ଯାର ଓଡ଼ିଆ
ତଥାପି କାହିଁକି ମନରେ ଏ ଭୟ
କହିବାକୁ ମୁଁ ଓଡ଼ିଆ।

ଶକ୍ତି ସିଆ,ଗଞ୍ଜାମ  ( ମତାମତ - 1ଟା )

 ୫ସ୍ଵତନ୍ତ୍ର ଉତ୍କଳର ସ୍ମୃତି ଗାଥା

ଏ ଦେଶ ଭାରତ ଦୁଇ ଶହ ବର୍ଷ,
ଇଂରେଜ ଶାସନେ ହୋଇଥିଲା ବଶ |
ବିଦେଶୀଙ୍କ ଅତ୍ୟାଚାରେ ଦେଶବାସୀ,
ଦୁର୍ଦ୍ଦିନରେ କାଳ କାଟୁଥିଲେ ବସି |

ପ୍ରବୋଧ ଚନ୍ଦ୍ର ମୁଦ୍ରା, ସାଙ୍କୁଡ଼ା , ଗଞ୍ଜାମ  ( ମତାମତ - 5ଟି )

 ୬କାଲାମ

କାଲାମ କଲମେ କାଳଜୟୀ ଲେଖା,
ଆନ୍ଦୋଳିଲା ଯୁବା ହୃଦୟ
ଅଗ୍ନୀର ଡେଣାରେ ଚେଇଁ ଉଠିଥିଲା
ଦେଶ ମାତୃକାର ଲୟ |

ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ  ( ମତାମତ ଦିଅନ୍ତୁ →

 ୭ଆଳାପ

ପ୍ରିୟମ୍ବଦା ମନ ମୋର
ଫୁଲଫୁଟା ଋତୁର ବେଳରେ
ଯିବୁନାହିଁ ବସନ୍ତର ବଗିଚାକୁ

ଆଶାରାଣୀ ବେଉରା,ରାଉରକେଲା  ( ମତାମତ - 6ଟି )

 ୮ମାମା ଯଦି ଥାନ୍ତା ଏବେ

ମାମା ଯଦି ଥାନ୍ତା ଏବେ
ତାରି କୋଳରେ ଶୋଇଯାନ୍ତି

ଆଦିତ୍ୟ କୁମାର ପଣ୍ଡା, ମହୀଶୂର  ( ମତାମତ - 18ଟି )

 ୯ହସ ଖୋଜେ ମଣିଷ

ହସିବାର ଅଦମ୍ୟ ଅଭିଳାଷ
ଆଜି ଚିର ପ୍ରଶମିତ
ଛାତି ଭିତରେ ଧକ୍କା ଖାଉଥିବା
ଅଜଣା ଢେଉର ଆକ୍ରୋଶରେ
ଆକ୍ତାମାକ୍ତା ଏ ଜୀବନ|

ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, କୁଆଁଶ,ଭଦ୍ରକ  ( ମତାମତ - 18ଟି )

୧୦କବିତା

ସେ ସ୍ବପ୍ନରେ ଆସେ୤
ମେଞ୍ଚାଏ ଶବ୍ଦ ସହ
ଚିତ୍ରକଳ୍ପ ଆଙ୍କି
କିଛି ଗୋଟେ କହିବାକୁ ଆସେ୤

ପ୍ରିୟରଞ୍ଜନ ଦାସ, ନାଗାଲାଣ୍ଡ  ( ମତାମତ - 4ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )