ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଉତ୍ତର ସତୁରୀରେ ଆଧୁନିକ ଓଡ଼ିଆ କବିତାର ଏକ ବଳିଷ୍ଠ, ସମ୍ବେଦନଶୀଳ ବୌଦ୍ଧିକ ଉଚ୍ଚାରଣ:ଡକ୍ଟର ହରପ୍ରସାଦ ପରିଛା ପଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ସେ’ ନିଜେ ହିଁ ନିଜର ବିକଳ୍ପ ଆଧୁନିକତାର ଭୂମିରେ ଛିଡାହୋଇ ପରମ୍ପରାକୁ ଆଲିଙ୍ଗନ କରିବା କଳାରେ ଡକ୍ଟର ପରିଛା…
ଓଡ଼ିଆସାହିତ୍ୟ ପ୍ରବନ୍ଧକ