ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ମନୋଜ ଦାସ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଅମରେଶ ବିଶ୍ବାଳ
ଦୟାନିଧି ମିଶ୍ର
ଡ.ହରେକୃଷ୍ଣ ମହତାବ
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ

୨୧ରାଧା

ଏଇ ଗପ ସେଇ ସମୟର କାହାଣୀ ଯେତେବେଳକୁ ଗୋପପୁର ଆଉ ଗୋପପୁର ହେଇ ନାହିଁ୤ ଅର୍ଥାତ୍‌ ଗୋପପୁର ନାମରେ ଯେତେବେଳେ ପ୍ରଚାର, ଆଲୋଚନା ବା ଗୌରବ ଆଖପାଖ ଅଞ୍ଚଳରେ ଚର୍ଚ୍ଚିତ ହୋଇ ଆସୁଥିଲା ତାହା କେମିତି ଶିଥିଳ ପଡ଼ି ଆସିଛି୤ କୃଷ୍ଣ…

ପରେଶ ପଟ୍ଟନାୟକ  ( ମତାମତ - 4ଟି )

୨୨ଇଚ୍ଛା ପୁରଣ

ମୃଣାଳ

ବିଶାଳ ଘଞ୍ଚ ବଣ୤ ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ୤ ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ୤ ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା୤ ମନ୍ତ୍ରୀ ଆସିଥିଲେ୤ ତେଣୁ ସହରର…

ମୃଣାଳ  ( ମତାମତ - 17ଟି )

୨୩ଧୂର୍ତ୍ତ ସାମ୍ବାଦିକ

ଯମରାଜଙ୍କ ସାମନାରେ ସାମ୍ବାଦିକଙ୍କ ଆତ୍ମା-ଜେରା ଚାଲିଛି୤ ଚିତ୍ରଗୁପ୍ତଙ୍କ ପାଞ୍ଜି ଓଲଟି ଚାଲିଛି୤ ସାମ୍ବାଦିକଙ୍କ କୃତକର୍ମର ଫଳ ହେଲା ଏକମାସ ସ୍ବର୍ଗସୁଖ ଓ ଚବିଶବର୍ଷ ଏଗାରମାସ ନର୍କଭୋଗ୤ ଯମରାଜ ପଚାରିଲେ- “ତୁମେ କେଉଁଟା ଆଗ ଭୋଗିବାକୁ ଇଚ୍ଛା କରିବ ?” ସାମ୍ବାଦିକ କହିଲେ-…

ନାରାୟଣ ମିଶ୍ର  ( ମତାମତ - 27ଟି )

୨୪ପୂଜା ନା ସଜା ?

ମୃଣାଳ

ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା୤ ମନ ଫୁର୍ତ୍ତି ଲାଗୁଥିଲା୤ ମନରେ ଆନନ୍ଦ ଆସୁଥିଲା୤ ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି୤ ଆପଣ ପଚାରିବେ ତାହା କେମନ୍ତ ? କହୁଛି୤…

ମୃଣାଳ  ( ମତାମତ - 17ଟି )

୨୫ଭାବମୂର୍ତ୍ତି

ମୃଣାଳ

ବାବ୍‌ଲୁ ଖବରଟା ଦେଲା୤ ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି୤ – ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି୤ ହିମାଂଶୁ ଆମ ସାଙ୍ଗ୤ ସେକ୍ରେଟାରିୟେଟ୍‌ରେ କିରାଣୀ ଚାକିରି କଲାଣି ତିନି ବର୍ଷ…

ମୃଣାଳ  ( ମତାମତ - 22ଟି )

୨୬ମନ୍ତ୍ରୀଙ୍କ ଭାଷଣ

“ହେ ମୋର ପ୍ରିୟ ଛାତ୍ରୀଛାତ୍ରଗଣ, ଏ ସଭାର ସଭାପତି ତଥା କଲେଜର ଅଧ୍ୟକ୍ଷ ଏବଂ ସାଂସ୍କୃତିକ ସମାରୋହର ସମ୍ପାଦକଙ୍କୁ ମୋତେ ମୁଖ୍ୟଅତିଥି ରୂପେ ଡାକିଥିବାରୁ ଧନ୍ୟବାଦ ଦେଇ ମୁଁ ଖୁବ୍ ଅଳ୍ପ ସମୟ ମଧ୍ୟରେ ମୋର ବକ୍ତବ୍ୟ ଶେଷ କରିବାକୁ ଯାଉଛି୤…

ନାରାୟଣ ମିଶ୍ର, ଭୁବନେଶ୍ବର  ( ମତାମତ - 14ଟି )

୨୭ଫୁଲମଣି କୁଜୁର ଓ ଗପ

ପ୍ରଦୀପ ନାୟକ

ହ୍ୟାଲୋ-ଓ-ଓ ମୀନୁ୤ ମୁଁ ଆଜି ଏପିସୋଡ଼୍ଟା ମିସ୍ କରିଗଲିରେ୤ ହଁ ଶୁଣ, ଆଜି ମାନସୀର କଣ ହେଲା ? କଣ କହିଲ ପ୍ରେଗ୍‌ନାଣ୍ଟ!! ହାଓ କ୍ୟାନ୍ ଇଟ୍ ବି ପସିବଲ୍! ତାହେଲେ ବିଚାରୀ ପ୍ରିୟା ର କଣ ହବ? ଟାଉନବସ୍‌ର ଭିଡ଼…

ପ୍ରଦୀପ ନାୟକ  ( ମତାମତ - 10ଟି )

୨୮ଟୁକୁନା, ଲତାଅପା ଓ ଦୁଷ୍ଟଲୋକ

ସହଦେବ ସାହୁ

କେଁ କେଁ କେନ୍ଦରା ମୁଁ କେତେ ବଜେଇଲି୤
ଏକା ଲୀଳା ଲାଗି ସିନା ଯୋଗୀ ହୋଇଗଲି୤

ଟୁକୁନା ଗୁଣୁଗୁଣୁ ହୋଇ ଏହି ଦୁଇଧାଡ଼ି ଗୀତ ବୋଲୁଥାଏ୤ ଲତା ଅପାଠାରୁ ସେ ଏହି ଗୀତ ପଛରେ ଥିବା ଗପ ଶୁଣିଥିଲା୤

ସହଦେବ ସାହୁ  ( ମତାମତ - 16ଟି )

୨୯ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନର ମାହାତ୍ମ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ବା ଅନବସର ସମୟରେ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କ କଥା ସମସ୍ତଙ୍କର ମନେପଡ଼େ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 31ଟି )

୩୦କବିତା / ଥ୍ରିଲର୍

ଶ୍ରାବଣର ଏକ ମଖମଲି ଅପରାହ୍ନ୤ ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ୤ ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ୤ ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ…

ନିବେଦିତା ଜେନା, ରାଉରକେଲା  ( ମତାମତ - 10ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )