ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ

୧୧ପତ୍ରଲେଖକର ପ୍ରେମିକା

ସ୍ମୃତିକୁ ନ ଦେଖିଲା ଯାଏ ମୋର ଗୋଟିଏ ଧାରଣା ଥିଲା ଯେ, ରାସ୍ତାଘାଟରେ ଆଖିକୁ ସୁନ୍ଦର ଦିଶୁଥିବା କଥାକଥିତ ସୁନ୍ଦରୀ

ଗୌତମବୁଦ୍ଧ ଦାଶ  ( ମତାମତ - 27ଟି )

୧୨ଜହ୍ନମାମୁଁ

‘ମନ୍ କଲା ବାଈ୤ ଦେହେ ହିଁ ଭରିଗଲା୤ କାଣା ଆଉ କରିଥିଁତି୤

ମାନସୀ କର  ( ମତାମତ - 1ଟା )

୧୩ଆଉ ଏକ ନଚିକେତା

ବୋଧହୁଏ ନଚିକେତାର ପିଇବାଟା ମାତ୍ରାତିରିକ୍ତ ହୋଇଯାଇଥିଲା୤

ଅରବିନ୍ଦ ପଟ୍ଟନାୟକ  ( ମତାମତ - 2ଟି )

୧୪ଦାରୁଭୂତ

ଦେଖିବାକୁ ଗଲେ ଆଦୌ କଷ୍ଟକର କାମ ନୁହେଁ୤ ବାଳ ପ୍ରମାଣେ ସୂତାଟାର ବା ଜୋର କେତେ? କିନ୍ତୁ ପରିସ୍ଥିତି ଦେଖ, ପୋଷାକ ସିଲେଇ ରିଲ୍‌ ସୂତା ଖଣ୍ଡକରେ କେମିତି ଗୋଟେ ଥୁଣ୍ଟା

ଗିରି ଦଣ୍ଡସେନା  ( ମତାମତ - 6ଟି )

୧୫ଏମ୍‌.କେ.ଗାନ୍ଧୀ

ଭୂପେନ୍‌ ମହାପାତ୍ର

ମୋ ଟେବୁଲ୍‌ ଉପରେ ଭିଜିଟିଂ କାର୍ଡ଼ଟି ଦେଖି ମୁଁ ବିସ୍ମିତ ହେଲି୤ ଭିଜିଟିଂ କାର୍ଡ଼ ଦେଖି ମୁଁ ଜଣଜଣକୁ ଡାକି ବିଦା କରୁଥାଏ୤ ସପ୍ତାହକୁ ଗୋଟିଏ ଦିନ ଶନିବାର୤ ସରକାରଙ୍କ ନିୟମ ଅନୁସାରେ ସର୍ବସାଧାରଣଙ୍କୁ ସାକ୍ଷାତ ଦେଇ ତାଙ୍କ ହାରିଗୁହାରି ଶୁଣିବାକୁ…

ଭୂପେନ୍‌ ମହାପାତ୍ର  ( ମତାମତ - 8ଟି )

୧୬ମୃତ୍ୟୁଲଗ୍ନ

ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ୤ ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ୤ ଭଲ ଲାଗୁଥାଏ ଜୀବନ୤ ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର୤ ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ,…

କାଶୀନାଥ ନନ୍ଦୀ  ( ମତାମତ - 7ଟି )

୧୭ନିଦ ଔଷଧ

ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍‌ର ଏକ ଏ.ସି. ଫାଷ୍ଟକ୍ଲାସ୍‌ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ୤ ପ୍ରଥମେ କମ୍ପାର୍ଟମେଣ୍ଟକୁ ଆସିଥିଲେ ଭାରତୀୟ ଯାତ୍ରୀ ଜଣକ୤ ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ…

କୃପାସାଗର ସାହୁ  ( ମତାମତ - 22ଟି )

୧୮କେମିତି ଅଛି ଝିଅ

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ଠନ୍‌ ଠନ୍‌ ଠନ୍‌୤ ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ୤ ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ୤ ରେସିଡ଼େନ୍ସିଆଲ ସ୍କୁଲ୤ ମୁଁ ରାତି ଅଧରେ…

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର  ( ମତାମତ - 13ଟି )

୧୯ବନ୍ଦ: ୫ଟି କାହାଣୀ

ମୃଣାଳ

(୧) ସୁଖିରାମ ଭାରି ଗରିବ୤ ତାର ଜମିବାଡ଼ି କିଛି ନାହିଁ୤ ଦିନ ମଜୁରି କରି ଚଳେ ସେ୤ ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ୤ ଯାହାର ଦରକାର ସେ ଆସି ତାକୁ କାମ…

ମୃଣାଳ  ( ମତାମତ - 12ଟି )

୨୦ଗୁଳିବିଦ୍ଧ ପକ୍ଷୀ

ଦେବେନ୍ଦ୍ର ମହାନ୍ତି

ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ୤ ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି୤ ପୂଜା ଠିକ୍‌ଠାକ୍‌ ହେଇଥିଲା, ବଳି ବି…

ଦେବେନ୍ଦ୍ର ମହାନ୍ତି  ( ମତାମତ - 2ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )