ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ବ୍ୟଙ୍ଗ (ଗଳ୍ପ)

 ୧ଧୂର୍ତ୍ତ ସାମ୍ବାଦିକ

ଯମରାଜଙ୍କ ସାମନାରେ ସାମ୍ବାଦିକଙ୍କ ଆତ୍ମା-ଜେରା ଚାଲିଛି୤ ଚିତ୍ରଗୁପ୍ତଙ୍କ ପାଞ୍ଜି ଓଲଟି ଚାଲିଛି୤ ସାମ୍ବାଦିକଙ୍କ କୃତକର୍ମର ଫଳ ହେଲା ଏକମାସ ସ୍ବର୍ଗସୁଖ ଓ ଚବିଶବର୍ଷ ଏଗାରମାସ ନର୍କଭୋଗ୤ ଯମରାଜ ପଚାରିଲେ- “ତୁମେ କେଉଁଟା ଆଗ ଭୋଗିବାକୁ ଇଚ୍ଛା କରିବ ?” ସାମ୍ବାଦିକ କହିଲେ-…

ନାରାୟଣ ମିଶ୍ର  ( ମତାମତ - 27ଟି )

 ୨ପୂଜା ନା ସଜା ?

ମୃଣାଳ

ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା୤ ମନ ଫୁର୍ତ୍ତି ଲାଗୁଥିଲା୤ ମନରେ ଆନନ୍ଦ ଆସୁଥିଲା୤ ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି୤ ଆପଣ ପଚାରିବେ ତାହା କେମନ୍ତ ? କହୁଛି୤…

ମୃଣାଳ  ( ମତାମତ - 17ଟି )

 ୩ମନ୍ତ୍ରୀଙ୍କ ଭାଷଣ

“ହେ ମୋର ପ୍ରିୟ ଛାତ୍ରୀଛାତ୍ରଗଣ, ଏ ସଭାର ସଭାପତି ତଥା କଲେଜର ଅଧ୍ୟକ୍ଷ ଏବଂ ସାଂସ୍କୃତିକ ସମାରୋହର ସମ୍ପାଦକଙ୍କୁ ମୋତେ ମୁଖ୍ୟଅତିଥି ରୂପେ ଡାକିଥିବାରୁ ଧନ୍ୟବାଦ ଦେଇ ମୁଁ ଖୁବ୍ ଅଳ୍ପ ସମୟ ମଧ୍ୟରେ ମୋର ବକ୍ତବ୍ୟ ଶେଷ କରିବାକୁ ଯାଉଛି୤…

ନାରାୟଣ ମିଶ୍ର, ଭୁବନେଶ୍ବର  ( ମତାମତ - 14ଟି )

 ୪ଘୋଡା ପାଇଁ ଦାନା ଯୋଗାଡ

ଫତୁରାନନ୍ଦ

“ଅତିରିକ୍ତ ଯନ୍ତ୍ରୀ” ଉଚ୍ଚାରଣ କରିବାକୁ କଷ୍ଟ ହେବାରୁ ଲୋକେ ଭଗବାନ ବାବୁ ଓରଫା ଭାଗୁବାବୁଙ୍କୁ ‘ଅଯନ୍ତ୍ରୀ’ ବୋଲି ଡାକୁଥିଲେ୤ ଅଯନ୍ତ୍ରୀ ନହେବା ଯାଏଁ ସେ ବାହାଘର ନାଁ ଶୁଣିଲେ ଫିଡୁକୁଥିଲେ୤ ଅଯନ୍ତ୍ରୀ ପଦବୀଟାକୁ ଥୋପ କରି ସେ ବିନିଶୀଟାକୁ ଶ୍ବଶୁରଘର ଦୀଘିରେ…

ଫତୁରାନନ୍ଦ  ( ମତାମତ - 16ଟି )

 ୫ଆମ ସମୟର ଚରିତ୍ରମାନେ

ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ୤ ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ୤ ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି୤ ବାହାଘର ପାଇଁ ଯେନତେନ ପ୍ରକାରେ…

ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା  ( ମତାମତ - 5ଟି )

 ୬ଗୋଟେ ସମୟ ଥିଲା

ମୃଣାଳ

ସମୟ କେତେ ଜିନିଷ ବଦଳେଇ ଦିଏ୤ ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍‌ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି୤ ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍୤…

ମୃଣାଳ  ( ମତାମତ - 7ଟି )

 ୭ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ

ମୃଣାଳ

ଆଜିକାଲି ବହୁତ ଡେ ପାଳନ କରାଯାଉଛି୤ ଫାଦରସ୍‌ ଡେ, ମଦରସ୍‌ ଡେ, ଡକ୍ଟରସ୍‌ ଡେ, ଚିଲ୍‌ଡ୍ରେନ୍‌ସ ଡେ, ଭ୍ୟାଲେଣ୍ଟାଇନ୍‌ ଡେ୤ ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି୤ ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ…

ମୃଣାଳ  ( ମତାମତ - 6ଟି )

 ୮ବୟସର ଦୁଃଖ

ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ ୤ ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର ୤ ବିଶ୍ବ ସମତା ପ୍ରତିଷ୍ଠା ଦିଗରେ…

ରବି କାନୁନ୍‌ଗୋ  ( ମତାମତ - 2ଟି )

 ୯ବିୟୁଟି ପାର୍ଲର୍‌

ବା ଘର ଘର ବୁଲି ଦାଢିମାଙ୍କୁଡି କଟାକଟି କରୁଥିବାବେଳେ ଛୁଞ୍ଚିଆ ବି ସାଙ୍ଗରେ ଯାଉଥିଲା ୤ କିନ୍ତୁ ସାପ ମନ୍ତ୍ର ଜଣା ନ ଥିବାରୁ ଖାଲି ନଖ କାଟିବା ତାଦ୍ବାରା ସମ୍ଭବ ହେଉଥିଲା ୤ ସେତେବେଳେ ଛୁଞ୍ଚିଆ ଅଣ୍ଡାଟେ ଥିଲା ୤…

କମଳାକାନ୍ତ ଜେନା  ( ମତାମତ - 10ଟି )

 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )