ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
ଜୟନ୍ତ ମହାପାତ୍ର
ମନୋରଞ୍ଜନ ପାଣିଗ୍ରାହୀ
ଦିଲ୍ଲୀପ ଦାସ
କୃଷ୍ଣପ୍ରସାଦ ମିଶ୍ର
ତରୁଣକାନ୍ତି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଅଣୁ ଗଳ୍ପ (ଗଳ୍ପ)

 ୧ଗମ୍ଭାରୀ ଗଛ

ଅମରେଶ ବିଶ୍ବାଳ

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ୤ ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ୤ ଗଲାବେଳେ କାନ୍ଦି କାନ୍ଦି କହିଥିଲା, ବେନୁଆକୁ ଯେମିତି ଯତ୍ନରେ ପାଳିବ, ସେ ଗମ୍ଭାରୀ…

ଅମରେଶ ବିଶ୍ବାଳ  ( ମତାମତ - 23ଟି )

 ୨ବନ୍ଦ: ୫ଟି କାହାଣୀ

ମୃଣାଳ

(୧) ସୁଖିରାମ ଭାରି ଗରିବ୤ ତାର ଜମିବାଡ଼ି କିଛି ନାହିଁ୤ ଦିନ ମଜୁରି କରି ଚଳେ ସେ୤ ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ୤ ଯାହାର ଦରକାର ସେ ଆସି ତାକୁ କାମ…

ମୃଣାଳ  ( ମତାମତ - 12ଟି )

 ୩ଇଚ୍ଛା ପୁରଣ

ମୃଣାଳ

ବିଶାଳ ଘଞ୍ଚ ବଣ୤ ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ୤ ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ୤ ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା୤ ମନ୍ତ୍ରୀ ଆସିଥିଲେ୤ ତେଣୁ ସହରର…

ମୃଣାଳ  ( ମତାମତ - 17ଟି )

 ୪ଭାବମୂର୍ତ୍ତି

ମୃଣାଳ

ବାବ୍‌ଲୁ ଖବରଟା ଦେଲା୤ ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି୤ – ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି୤ ହିମାଂଶୁ ଆମ ସାଙ୍ଗ୤ ସେକ୍ରେଟାରିୟେଟ୍‌ରେ କିରାଣୀ ଚାକିରି କଲାଣି ତିନି ବର୍ଷ…

ମୃଣାଳ  ( ମତାମତ - 22ଟି )

 ୫କବିତା / ଥ୍ରିଲର୍

ଶ୍ରାବଣର ଏକ ମଖମଲି ଅପରାହ୍ନ୤ ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ୤ ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ୤ ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ…

ନିବେଦିତା ଜେନା, ରାଉରକେଲା  ( ମତାମତ - 10ଟି )

 ୬ଅଭିଶାପ

ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି୤ ମେଘର ଚିହ୍ନ ବର୍ଣ୍ଣ ନାହିଁ୤ ଏକଦମ୍‌ ସଫା ଆକାଶ୤ ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି…

ମିତା ମହାନ୍ତି, ଭୁବନେଶ୍ବର  ( ମତାମତ - 11ଟି )

 ୭ବାଇ ଚଢେଇର ଜମାନବନ୍ଦୀ

ସହର ମଝି୤ ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ୤ କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ ୤ ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ…

ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର  ( ମତାମତ - 4ଟି )

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )