ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

→ ଅଣୁ ଗଳ୍ପ (ଗଳ୍ପ)

 1ବନ୍ଦ: ୫ଟି କାହାଣୀ

(୧) ସୁଖିରାମ ଭାରି ଗରିବ୤ ତାର ଜମିବାଡ଼ି କିଛି ନାହିଁ୤ ଦିନ ମଜୁରି କରି ଚଳେ ସେ୤ ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ୤ ଯାହାର ଦରକାର ସେ ଆସି ତାକୁ କାମ…

ମୃଣାଳ  ମତାମତ - 4ଟି →

 2ଇଚ୍ଛା ପୁରଣ

ବିଶାଳ ଘଞ୍ଚ ବଣ୤ ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ୤ ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ୤ ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା୤ ମନ୍ତ୍ରୀ ଆସିଥିଲେ୤ ତେଣୁ ସହରର…

ମୃଣାଳ  ମତାମତ - 13ଟି →

 3ଭାବମୂର୍ତ୍ତି

ବାବ୍‌ଲୁ ଖବରଟା ଦେଲା୤ ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି୤ – ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି୤ ହିମାଂଶୁ ଆମ ସାଙ୍ଗ୤ ସେକ୍ରେଟାରିୟେଟ୍‌ରେ କିରାଣୀ ଚାକିରି କଲାଣି ତିନି ବର୍ଷ…

ମୃଣାଳ  ମତାମତ - 20ଟି →

 4କବିତା / ଥ୍ରିଲର୍

ଶ୍ରାବଣର ଏକ ମଖମଲି ଅପରାହ୍ନ୤ ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ୤ ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ୤ ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ…

ନିବେଦିତା ଜେନା, ରାଉରକେଲା  ମତାମତ - 9ଟି →

 5ଅଭିଶାପ

ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି୤ ମେଘର ଚିହ୍ନ ବର୍ଣ୍ଣ ନାହିଁ୤ ଏକଦମ୍‌ ସଫା ଆକାଶ୤ ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି…

ମିତା ମହାନ୍ତି, ଭୁବନେଶ୍ବର  ମତାମତ - 10ଟି →

 6ବାଇ ଚଢେଇର ଜମାନବନ୍ଦୀ

ସହର ମଝି୤ ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ୤ କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ ୤ ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ…

ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର  ମତାମତ - 2ଟି →

♦ ପାଠକୀୟ ମତାମତ