ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଆଧୁନିକ (ଗଳ୍ପ)

୩୧ସିନ୍ଦୁକ

ସୁଖରାମ ଗୋଟେ ଛୋଟକାଟର ଦାର୍ଶନିକ ଥିଲା, ସେ ଅଳ୍ପବହୁତେ ଜୀବନ, ମୃତ୍ୟୁ ଓ ଈଶ୍ବର ଆଦି ସଂପର୍କରେ ନିଜସ୍ବ ବିଚାରଟିଏ ସ୍ଥିର କରିସାରିଥିଲା୤ ଏଣୁ ତାକୁ ଦୁଃଖ ଓ ସୁଖ ଏକା ରକମର ସ୍ବାଦ ଦେଇପାରୁଥିଲେ୤ ଦିନେ ସେ ଯେ ସତକୁସତ…

ସତ୍ୟପ୍ରିୟ ମହାଳିକ  ( ମତାମତ - 5ଟି )

୩୨ସ୍ବପ୍ନ ସାଗର

ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା୤ ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି୤ ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ୤ ସେହି ବରଗଛର ବଡବଡ ଓହଳରେ…

ଡ. ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ  ( ମତାମତ - 6ଟି )

୩୩ବୁଢ଼ା ବୟସ

କଲିଂବେଲ୍‌ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା୤ ଆଖିବୁଜା ପାହାର ପାହାର ମାଡ ବସୁଛି୤ କୁନା ଚିତ୍କାର କରୁଛି ଜୀବନ ବିକଳରେ୤ ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ୤ ମୁନା ବୋଧେ ବାହାରେ ଖେଳୁଛି୤…

ଦୁର୍ଗା ପଟ୍ଟନାୟକ, ଭୁବନେଶ୍ବର  ( ମତାମତ - 3ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ