ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ବ୍ରଜନାଥ ରଥ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ସହଦେବ ସାହୁ
ମନୋରଞ୍ଜନ ପାଣିଗ୍ରାହୀ
ଦୀପକ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଆଧୁନିକ (ଗଳ୍ପ)

୨୧ଟୁକୁନା, ଲତାଅପା ଓ ଦୁଷ୍ଟଲୋକ

ସହଦେବ ସାହୁ

କେଁ କେଁ କେନ୍ଦରା ମୁଁ କେତେ ବଜେଇଲି୤
ଏକା ଲୀଳା ଲାଗି ସିନା ଯୋଗୀ ହୋଇଗଲି୤

ଟୁକୁନା ଗୁଣୁଗୁଣୁ ହୋଇ ଏହି ଦୁଇଧାଡ଼ି ଗୀତ ବୋଲୁଥାଏ୤ ଲତା ଅପାଠାରୁ ସେ ଏହି ଗୀତ ପଛରେ ଥିବା ଗପ ଶୁଣିଥିଲା୤

ସହଦେବ ସାହୁ  ( ମତାମତ - 16ଟି )

୨୨ପ୍ରେମିକା

ସଦାନନ୍ଦ ତ୍ରିପାଠୀ

ସ୍ମୃତିର ବାହାଘର ସରିଚି୤ ସମସ୍ତ ବୈଦିକ କର୍ମ ସରିବା ପରେ ଏବେ ସିଏ ଗୋଟିଏ କୋଠରିରେ ମୁଣ୍ଡପୋତି ବସିଚି୤ ଶାଶୁ ଘରକୁ ଯାଇନି୤ ଯିବ୤ ସମୟ ହେଇନି୤ ଘରେ ସମସ୍ତେ ବ୍ୟସ୍ତ୤ ଘରପୋଡ଼ି ବେଳର ଗୋଟେ ଧାଁ ଦଉଡ଼ ଚାଲିଚି୤ ହୋହୋ’ଘୋଘୋ…

ସଦାନନ୍ଦ ତ୍ରିପାଠୀ  ( ମତାମତ - 39ଟି )

୨୩ଅଭିଶାପ

ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି୤ ମେଘର ଚିହ୍ନ ବର୍ଣ୍ଣ ନାହିଁ୤ ଏକଦମ୍‌ ସଫା ଆକାଶ୤ ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି…

ମିତା ମହାନ୍ତି, ଭୁବନେଶ୍ବର  ( ମତାମତ - 11ଟି )

୨୪ବାଘ

ଜଙ୍ଗଲ ସବୁଜ, ଘଞ୍ଚ ଓ ନିରାପତ୍ତାଶୂନ୍ୟ୤ ଗାଡ଼ି ପଥୁରିଆ ରାସ୍ତାରେ ଯେତିକି ଆଗକୁ ଯାଉଥିଲା, ମୁଁ ଦେଖିପାରୁଥିଲି ଉଚ୍ଚା ଉଚ୍ଚା ଶାଳଗଛ ମୂଳରେ ଅଳ୍ପ ଅଳ୍ପ ଅନ୍ଧାର, ଭୟଭୀତ ଶାଳିଆପତନି, କଦବା କ୍ବଚିତ ଧୂର୍ତ୍ତ ଶିଆଳ୤ ସୂର୍ଯ୍ୟାସ୍ତର ହଳଦିଆ ଆଲୁଅରେ ସବୁ…

ଦେବବ୍ରତ ମଦନରାୟ, ବିହାରୀବାଗ, କଟକ  ( ମତାମତ - 5ଟି )

୨୫ଘରକୁ ଫେରୁ ଫେରୁ

ଝିଅଟି ହସିଲା୤ ଏକ ତୀକ୍ଷ୍ଣ ଚାହାଁଣୀର ଚିଠି ପାଇଲି ମୁଁ୤ ମାତ୍ର ଆଖିରେ ତା’ର ଅପ୍ରାପ୍ୟ ମରୀଚିକା୤ ଏଇ ଅଛି୤ ଏଇ ନାହିଁ୤ ଦ୍ରୁତ ଭାସମାନ ମେଘ ଆଢୁଆଳରେ ଖଣ୍ଡେ ଚନ୍ଦ୍ର ପରି୤ ଆଉ ମୁଁ କେବଳ ଧାଉଁଚି୤ ଅଥଚ ଟିକିଏ…

ପ୍ରଫୁଲ୍ଲ କୁମାର ତ୍ରିପାଠୀ  ( ମତାମତ - 9ଟି )

୨୬କୋମଳ ଗାନ୍ଧାର

ତରୁଣକାନ୍ତି ମିଶ୍ର

ତା’ ବିଷୟରେ ଏବେ ଲେଖିବସି ଭାବୁଛି, ଏ ମୋ’ ପକ୍ଷରେ ଠିକ୍‌ ହେଲା ନାହିଁ୤ ତା’ ବିଷୟରେ ମୁଁ କ’ଣ ବା ନଜାଣେ ? ଏଇ ବିଗତ ପଚିଶ ବର୍ଷ ଧରି ସେ କେଉଁଠି ଅଛି, କିପରି, ମୋଟଉପରେ ସେ ବଞ୍ଚିଛି…

ତରୁଣକାନ୍ତି ମିଶ୍ର, ଭୁବନେଶ୍ବର  ( ମତାମତ - 13ଟି )

୨୭ଚୋର

ହେଡ୍‌ମାଷ୍ଟର ପୂରା ଫର୍ଦ୍ଦଭର୍ତ୍ତି ଚିଠି ଲେଖିଲେ୤ ତାଙ୍କ ଝରକଲମ ଥରକୁଥର କାଳିଦୁଆତରେ ବୁଡୁଥାଏ, ଉଠୁଥାଏ ଓ କାଗଜ ଉପରେ ରଚରଚ ହେଉଥାଏ୤ ବାପାଙ୍କ ଉପରେ ମାଆ ରାଗିଲେ ଯେମିତି ଗର୍‌ଗର୍‌ ହୁଏ, ସେ ଶବ୍ଦ ଶଶାଙ୍କକୁ ଠିକ୍ ସେମିତି ଲାଗିଲା୤ ଚିଠି…

କମଳାକାନ୍ତ ମହାପାତ୍ର, ଭୁବନେଶ୍ବର  ( ମତାମତ - 9ଟି )

୨୮ଝୁମା

ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି୤ କେଉଁଠି ଅଛୁ ଘରକୁ ଆ୤…

ଲକ୍ଷ୍ମୀଧର ମହାନ୍ତି  ( ମତାମତ - 6ଟି )

୨୯ଚୁନୁର ପାପ

ମମ୍, ହାଏ ମୁଁ ଜାଣିପାରୁଛି ତମେ ଏବେ କଣ କରୁଥିବ୤ ଆଜି ତ ଟିଭି ସିରିଏଲରେ ତମ ମନ ଆଦୌ ନଥିବ୤ ତମେ ଖାଲି ଘରକୁ ବାହାର ହେଉଥିବ୤ ରିଲାକ୍ସ ମମ୍, ରିଲାକ୍ସ୤ କାରଣ ଆଗକୁ ଆହୁରି ଅନେକ ଅଛି, ଯେଉଁଥିରେ…

ମୋନାଲିସା ମିଶ୍ର  ( ମତାମତ - 7ଟି )

୩୦ଛାଇ ଆଲୁଅ

ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା୤ ସଜ ତାଡ଼ି ପିଇବାକୁ ଢେର ଗରାଖ୤ ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି କେତେବେଳୁ୤ ଗରାଖଙ୍କ ଭିତରେ ଧନୀ, ଗରିବ, ଦୀନମଜୁରିଆଙ୍କଠୁ ଆରମ୍ଭ କରି ନେତାଙ୍କ ଚେଲାଚାମୁଣ୍ଡା…

ସ୍ନେହଲତା ନାୟକ, ରାଉରକେଲା  ( ମତାମତ - 5ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )