ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ରାଜକିଶୋର ରାୟ
ବରେନ୍ଦ୍ର କୃଷ୍ଣ ଧଳ
ଜଗଦୀଶ ମହାନ୍ତି
ରମେଶ ଚନ୍ଦ୍ର ଦାସ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ପ୍ରଚ୍ଛଦ

୫୧ପ୍ରାଚୀନ ପୁସ୍ତକଗୁଡିକର ପୁର୍ନମୁଦ୍ରଣ ହେବା ଆବଶ୍ୟକ

କଟକ : ପୁସ୍ତକ ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ୤ ସବୁ ଜାଗାରେ, ସବୁ ସମୟରେ, ସବୁ ପରିସ୍ଥିତିରେ ପୁସ୍ତକକୁ ବ୍ୟବହାର କରିହେବ୤ ମଣିଷ ଜୀବନରେ ପୁସ୍ତକର କୌଣସି ବିକଳ୍ପ ନାହିଁ୤ କଟକର ଐତିହାସିକ ବାଲିଯାତ୍ରା ପଡିଆଠାରେ କଟକ ପୁସ୍ତକମେଳାର ଉଦ୍‌ଘାଟନୀ ଉତ୍ସବରେ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୫୨ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ପାଇବେ କବି ସୀତାକାନ୍ତ ମହାପାତ୍ର

କଟକ : ୨୦୧୦ ମସିହା ନିମନ୍ତେ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଦ୍ବାରା ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ପାଇବେ୤ ଆଧୁନିକ ଓଡ଼ିଆ କାବ୍ୟ କବିତା ଜଗତରେ ଅନନ୍ୟ ପ୍ରତିଭାଧାରୀ ସୀତାକାନ୍ତ ପ୍ରାୟ ଏକ ଶହ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୫୩ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ଉଦ୍‌ଯାପିତ

ଭୁବନେଶ୍ବର : ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ୨୨ ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି୤ ୨୧ ତାରିଖ ଦିନ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଗୋପାଳବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ୤ ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୫୪ଇଣ୍ଟରନେଟ୍‌ର ଯୁଗରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ଜରୁରୀ

ଭୁବନେଶ୍ବର : ସଂପ୍ରତି ଇଣ୍ଟରନେଟ୍‌ର ଯୁଗ୤ ଏବେ ଅଧିକାଂଶ ତଥ୍ୟ ଇଣ୍ଟରନେଟ୍‌ରୁ ସହଜରେ ମିଳିଯାଉଛି୤ ତେଣୁ ବହି ଘାଣ୍ଟିବାକୁ ଆଉ କେହି ଆବଶ୍ୟକ ମନେ କରୁନାହାନ୍ତି୤ ଏଭଳି ସ୍ଥିତିରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ସହିତ ତାର ଗ୍ରହଣଶୀଳତା ପ୍ରତି…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୫୫ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ହେଉଛି ପ୍ରକୃତ ସାହିତ୍ୟ

ସାହିତ୍ୟରେ ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ନରହିଲେ ସାହିତ୍ୟ କେବଳ ପରୀକଥା ହୋଇ ରହିଯିବ୤ ଏହା ପ୍ରକୃତ ସାହିତ୍ୟ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ତଥା ଗାଳ୍ପିକା ଚିତ୍ରା ମୁଦ୍‌ଗଲ୍‌୤ ଭୁବନେଶ୍ବରର ଜୟଦେବଭବନରେ ଓଡ଼ିଆ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୫୬କବି ସୀତାକାନ୍ତ ମହାପାତ୍ର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ

ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍‌ ସୀତାକାନ୍ତ ମହାପାତ୍ରଙ୍କୁ ୨୦୧୦ ମସିହା ବର୍ଷର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି୤ କବି ସୀତାକାନ୍ତ ମହାପାତ୍ର ଓଡ଼ିଆ କବିତାଜଗତର ଜଣେ ଅତିପରିଚିତ ନାଁ୤ ଅତ୍ୟାଧୁନିକ ଓଡ଼ିଆ କବିତାର କଥା ଉଠିଲେ ପ୍ରଥମେ ଆସିଯାଏ ରମାକାନ୍ତ ଓ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୫୭ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ

ଇସ୍ପାତ ସହରର ଅଗଣୀ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପରିସରରେ ଆରମ୍ଭ ହୋଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )