ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
କଟକ : ୨୦୧୦ ମସିହା ନିମନ୍ତେ ଗଙ୍ଗାଧର ରଥ ଫାଉଣ୍ଡେସନ୍ ଦ୍ବାରା ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ପାଇବେ ଆଧୁନିକ ଓଡ଼ିଆ କାବ୍ୟ କବିତା ଜଗତରେ ଅନନ୍ୟ ପ୍ରତିଭାଧାରୀ ସୀତାକାନ୍ତ ପ୍ରାୟ ଏକ ଶହ…
ଓଡ଼ିଆସାହିତ୍ୟ ପ୍ରେସ୍ ମତାମତ - 1ଟା →
ଭୁବନେଶ୍ବର : ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ୨୨ ତାରିଖ ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି ୨୧ ତାରିଖ ଦିନ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଗୋପାଳବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ…
ଓଡ଼ିଆସାହିତ୍ୟ ପ୍ରେସ୍ ମତାମତ - 1ଟା →
ଭୁବନେଶ୍ବର : ସଂପ୍ରତି ଇଣ୍ଟରନେଟ୍ର ଯୁଗ ଏବେ ଅଧିକାଂଶ ତଥ୍ୟ ଇଣ୍ଟରନେଟ୍ରୁ ସହଜରେ ମିଳିଯାଉଛି ତେଣୁ ବହି ଘାଣ୍ଟିବାକୁ ଆଉ କେହି ଆବଶ୍ୟକ ମନେ କରୁନାହାନ୍ତି ଏଭଳି ସ୍ଥିତିରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ସହିତ ତାର ଗ୍ରହଣଶୀଳତା ପ୍ରତି…
ଓଡ଼ିଆସାହିତ୍ୟ ପ୍ରେସ୍ ମତାମତ - 1ଟା →
ସାହିତ୍ୟରେ ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ନରହିଲେ ସାହିତ୍ୟ କେବଳ ପରୀକଥା ହୋଇ ରହିଯିବ ଏହା ପ୍ରକୃତ ସାହିତ୍ୟ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ତଥା ଗାଳ୍ପିକା ଚିତ୍ରା ମୁଦ୍ଗଲ୍ ଭୁବନେଶ୍ବରର ଜୟଦେବଭବନରେ ଓଡ଼ିଆ…
ଓଡ଼ିଆସାହିତ୍ୟ ପ୍ରେସ୍ ମତାମତ ଦିଅନ୍ତୁ →
ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସୀତାକାନ୍ତ ମହାପାତ୍ରଙ୍କୁ ୨୦୧୦ ମସିହା ବର୍ଷର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି କବି ସୀତାକାନ୍ତ ମହାପାତ୍ର ଓଡ଼ିଆ କବିତାଜଗତର ଜଣେ ଅତିପରିଚିତ ନାଁ ଅତ୍ୟାଧୁନିକ ଓଡ଼ିଆ କବିତାର କଥା ଉଠିଲେ ପ୍ରଥମେ ଆସିଯାଏ ରମାକାନ୍ତ ଓ…
ଓଡ଼ିଆସାହିତ୍ୟ ପ୍ରେସ୍ ମତାମତ ଦିଅନ୍ତୁ →
ଇସ୍ପାତ ସହରର ଅଗଣୀ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପରିସରରେ ଆରମ୍ଭ ହୋଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ମତାମତ ଦିଅନ୍ତୁ →