ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ମୃଣାଳ
ଆଶିଷ କୁମାର କର
ଚନ୍ଦ୍ରଶେଖର ରଥ
ଦୟାନିଧି ମିଶ୍ର
ଶାରଦା ପ୍ରସାଦ ମିଶ୍ର
ଭୂପେନ୍‌ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ପ୍ରଚ୍ଛଦ

୧୧ଲିଙ୍ଗରାଜ ଏବଂ ଓଡ଼ିଶାରେ ଅଶୋକାଷ୍ଟମୀ

ଏକ୍ରାମ କ୍ଷେତ୍ରର ଅଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ୤ ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 2ଟି )

୧୨ନୂତନ ରୂପରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ପ୍ରକାଶିତ

ଓଡ଼ିଆ ଘରର ପିଲା ପ୍ରଥମେ ଯେଉଁ ବହିକୁ ଧରି ଓଡ଼ିଆ ଶିକ୍ଷା ଆରମ୍ଭ କରେ ସେହି ବହି ହେଉଛି ‘ବର୍ଣ୍ଣବୋଧ’୤ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ‘ବର୍ଣ୍ଣବୋଧ’ ଓଡ଼ିଆ ଭାଷା ଶିକ୍ଷାର ଶିଶୁବେଦ୤ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତିକୁ ତୃଣମୂଳସ୍ତରରୁ ଦୃଢ଼ କରିବା ଉଦ୍ଦେଶ୍ୟରେ ମଧୁସୂଦନ ରାଓ ଏହି ବହିକୁ ରଚନା କରିଥିଲେ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 7ଟି )

୧୩ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସରକାରୀ ତତ୍ପରତା : ସ୍ବତନ୍ତ୍ର କମିଟି ଗଠନ

ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି୤ ବିଗତ କିଛି ବର୍ଷ ଧରି ବିଭିନ୍ନ ବେସରକାରୀ ସାରସ୍ବତ ସଂସ୍ଥା ଓ ସଙ୍ଗଠନ ଏ ପ୍ରସଙ୍ଗରେ ବିଭିନ୍ନ ଉଦ୍ୟମ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କିଛି କରି ନଥିଲେ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୧୪ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ି ଓ ଏକାଡ଼େମୀ ପୁରସ୍କାର ପ୍ରଦାନ ଉତ୍ସବ

ରାଜ୍ୟର ଭାଷା-ସାହିତ୍ୟର ବିକାଶ ସହିତ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବର୍ତ୍ତମାନର ଯୁବ ସାହିତ୍ୟିକମାନେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ବୋଲି ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତି ମତବ୍ୟକ୍ତ କରିଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୧୫ଓଡ଼ିଆ ଭାଷାର ପ୍ରସାର ପାଇଁ ସବ୍‌ କମିଟି: ଅଧିକ ମଧୁ ବର୍ଣ୍ଣବୋଧ ଛାପିବାକୁ ନିଷ୍ପତ୍ତି

ଓଡ଼ିଆ ଭାଷାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଏକ ସବ୍‌ କମିଟି ଗଠନ କରାଯିବ୤ ଏହା ବ୍ୟତୀତ କାଳଜୟୀ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶନ କରାଯିବ୤ ଏଥିପାଇଁ ଅନ୍ୟଏକ ସବ୍‌ କମିଟି ମଧ୍ୟ ଗଠନ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 3ଟି )

୧୬‘କାଦମ୍ବିନୀ’ ପକ୍ଷରୁ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ ଅନୁଷ୍ଠିତ

ଜଗତୀକରଣ ଫଳରେ ଯାହା କ୍ଷତି ହେଉ ବା ଲାଭ ହେଉ, ସାହିତ୍ୟ ଓ ସଂସ୍କୃତି ପାଇଁ କିନ୍ତୁ ଏହା ଆଶୀର୍ବାଦ ପାଲଟିଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

୧୭୨୦୦୯ ଓ ୨୦୧୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା

୨୦୦୯ ଓ ୨୦୧୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୁରସ୍କାର ପାଇଁ ୨୧ଜଣ ଲେଖକଙ୍କୁ ଚୟନ କରାଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୧୮ଜ୍ଞାନପୀଠ ପୁରସ୍କାର ପାଇବେ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ

ଖ୍ୟାତନାମା ଔପନ୍ୟାସିକ ଡ.ପ୍ରତିଭା ରାୟ ଭାରତୀୟ ଭାଷା ସାହିତ୍ୟର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 6ଟି )

୧୯କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଆ ପାଇଁ ଗୌରହରି ଦାସ ପାଇବେ ସମ୍ମାନ

ଗତକାଲି କେନ୍ଦ୍ରସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୨ ବର୍ଷ ପାଇଁ ସାରସ୍ବତ ପୁରସ୍କାର ଘୋଷଣା କରାଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

୨୦ତ୍ରୟୋଦଶ ରାଜଧାନୀ ପୁସ୍ତକ ମେଳା ଉଦ୍‌ଯାପିତ

ଚଳିତମାସ ୧ ତାରିଖରୁ ଏଠାରେ ଚାଲିଥିବା ରାଜ୍ୟର ସବୁଠାରୁ ବଡ଼ ପୁସ୍ତକ ମେଳା ଭାବେ ପରିଚିତ “ରାଜଧାନୀ ପୁସ୍ତକ ମେଳା” ଗତ ୧୨ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )