ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ନାଟକ :- ଶେଷ ଅଶ୍ରୁ (୧୯୬୬), ଅସ୍ତରାଗର ଚନ୍ଦ୍ର (୧୯୬୭) ମଞ୍ଚନାୟିକା (୧୯୬୮), ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨), ଅପଦେବତା (୧୯୭୩), ପୁନଶ୍ଚ ପୃଥିବୀ (୧୯୭୭), କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ) ମୁଖା…
ରାଉରକେଲା: କଲମରେ ଲେଖାଯାଇଥିବା ଲେଖା ଅମର ହୋଇଥାଏ ବିଭିନ୍ନ ଶତାବ୍ଦୀରେ ଲେଖାଯାଇଥିବା ଉତ୍କୃଷ୍ଟ ସାହିତ୍ୟରୁ ତତ୍କାଳୀନ ସମାଜ, ସଂସ୍କୃତି, ପରମ୍ପରା ଏବଂ ଚଳଣି ବାବଦରେ ଜାଣିବାର ସୁଯୋଗ ମିଳିଥାଏ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ରୂପା ରୋଶନ ସାହୁ କହିଛନ୍ତି
ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’ ପୁରସ୍କାର ଉପରେ ରହିତାଦେଶ କଟକ: ରାଜ୍ୟରେ ସମ୍ପ୍ରତି ସାହିତ୍ୟ ପୁରସ୍କାରକୁ ନେଇ ବିବାଦ ଘନେଇ ଥିବାବେଳେ ଏବେ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁସ୍ତକ ମନୋନୟନକୁ ନେଇ ମାମଲା ଯୋଗୁଁ ଏହି ପ୍ରସଙ୍ଗ ଅଧିକ ଘନୀଭୂତ…
ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, କଟକ ପୁରୀ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଦଶଦିନ ବ୍ୟାପି ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍ଯାପିତ ହୋଇଯାଇଛି
ଜଣେ ନିଆରା କବି ଭାବେ ପରିଚିତ ପ୍ରତିଭା ଶତପଥୀ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଲେଖିକା ଓଡ଼ିଆ କବିତାରେ ଏକ ନୂତନ ଭାବଧାରା ସୃଷ୍ଟି କରିଥିବା କବି ପ୍ରତିଭା ଶତପଥୀ ଏକାଧାରରେ ଜଣେ କବି, ସମୋଲୋଚନା ସାହିତ୍ୟ ଲେଖିକା ଏବଂ ଅନୁବାଦିକା ଭାବେ ସୁପରିଚିତ
ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖନୀ ଚାଳନାରେ ସିଦ୍ଧହସ୍ତ ହରିହର ମିଶ୍ର ୭୧ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଞ୍ଚଳ ଜଣେ କବି ଗାଳ୍ପିକ ଏବଂ ଅନୁବାଦକ ଭାବେ ସୁଖ୍ୟାତି ଲାଭ କରିଥିବା ଶ୍ରୀ ମିଶ୍ର ଜଣେ ନାଟ୍ୟକାର ଭାବେ ମଧ୍ୟ ସୁପରିଚିତ
ଶିକ୍ଷା ସମାଜ ଓ ବ୍ୟକ୍ତିର ଦର୍ପଣ ସଦୃଶ ତେଣୁ ଅଧିକ ସଂଖ୍ୟାରେ ଜ୍ଞାନ ଆହରଣ କରିବାକୁ ହେଲେ ଅଧିକ ପୁସ୍ତକ ଅଧ୍ୟୟନ କରିବାର ଅବଶ୍ୟକ ରହିଛି ବୋଲି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି
ଇସ୍ପାତ ସହରରେ ଫତୁରାନନ୍ଦ ସ୍ମୃତି କମିଟି ଏବଂ ହାସ୍ୟବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ରାଉରକେଲା : ବ୍ୟଙ୍ଗ ପଛରେ ସମାଜ ସଂସ୍କାର ଭଳି ମହତ୍ ଓ ଅର୍ନ୍ତନିହିତ ଉଦ୍ଦେଶ୍ୟ ରହିଥାଏ ଏବଂ ବ୍ୟଙ୍ଗ ସାହିତ୍ୟିକମାନେ ସମାଜ ସଂସ୍କାର ଉଦ୍ଦେଶ୍ୟରେ ତ୍ରୁଟି…
ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ ରୋମାଣ୍ଟିକ୍ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ …
ଉତ୍ତର ସତୁରୀରେ ଆଧୁନିକ ଓଡ଼ିଆ କବିତାର ଏକ ବଳିଷ୍ଠ, ସମ୍ବେଦନଶୀଳ ବୌଦ୍ଧିକ ଉଚ୍ଚାରଣ:ଡକ୍ଟର ହରପ୍ରସାଦ ପରିଛା ପଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ସେ’ ନିଜେ ହିଁ ନିଜର ବିକଳ୍ପ ଆଧୁନିକତାର ଭୂମିରେ ଛିଡାହୋଇ ପରମ୍ପରାକୁ ଆଲିଙ୍ଗନ କରିବା କଳାରେ ଡକ୍ଟର ପରିଛା…