ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ନଈ ଥାଇ ଯଦି ନଈର ଛାତିରେ ନଥାଏ ଟିକିଏ ଜଳ ଜଳ ଥାଇ ଯଦି ନଉକା ନଥାଏ କେମିତି ଛୁଇଁବ କୂଳ ନଇ ଓ ନଉକା ଦୁଇଟିକୁ ନେଇ ନାଉରି ତାହାର ବଳ ନଈଟି ଲାଗିବ ଭଲ ନଈ ଦୁଇକୂଳେ ଜଙ୍ଗଲ…
ଯେଉଁଠି ବାଜେନି ଚୁଡ଼ି ସେ ଘର, ଘର ନୁହେଁ ନର୍କ ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ ସେ ଘର, ଘର ନୁହେଁ ମନେ ହୁଏ ସତେ ଯେମିତି ଏକ ନିର୍ଜ୍ଜନ ଦ୍ବୀପର କରୁଣ ବିଳାପ ! ମାଛି ଅନ୍ଧାରରୁ ସିନ୍ଦୂରା…