ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭକ୍ତକବି ମଧୁସୂଦନ ରାଓଙ୍କ ଲେଖା

 ୧ଶରତ୍‌

ଭକ୍ତକବି ମଧୁସୂଦନ ରାଓ

(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି୤ କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ୤ ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ୤ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,…

( ମତାମତ - 2ଟି )

 ୨ଜୀବନ ଚିନ୍ତା

ଭକ୍ତକବି ମଧୁସୂଦନ ରାଓ

ରେ ଆତ୍ମନ୍! ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ୤୧୤ କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି, ଯାହାର ସ୍ମରଣେ ନର ଶୋକଶ୍ବାସ…

( ମତାମତ - 5ଟି )

 ୩ପଦ୍ମ

ଭକ୍ତକବି ମଧୁସୂଦନ ରାଓ

କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି, କି ଅମୃତେ ତୋ ତନୁ ଗଢ଼ିଲା ବିହି? ତୋ ରୂପ-ଦରଶନେ ମୋର ହୃଦୟ ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ୤୧ ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ଦଳ, ଢଳ…

( ମତାମତ - 5ଟି )

 
 
 

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )