ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାମାକ୍ଷୀ ପ୍ରସାଦ ଦାଶ
ବ୍ରହ୍ମାନନ୍ଦ ପଣ୍ଡା
କମଳା ଶତପଥି
ଅମିୟବାଳା ପଟ୍ଟନାୟକ
ବିପ୍ର ଆଚାର୍ଯ୍ୟ
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଶୋକ ଚନ୍ଦ୍ର ମହାପାତ୍ରଙ୍କ ଲେଖା

 ୧ଅଭିନୟ

ଅଶୋକ ଚନ୍ଦ୍ର ମହାପାତ୍ର

ଅତିରଞ୍ଜିତ ଅଭିନୟ ଯୋଗୁଁ ବହିର୍ଭୂତ ମୁଁ ମଞ୍ଚରୁ ମନୋରମ ଶବ୍ଦ ପଛରେ ଗୋଲ୍‌ଗୋଲ୍‌ କଥା ଉହାଡ଼ରେ ଲୁଚାଇ ରଖିଥିବା ଛଳନାର ବାରୁଦ ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ ଅତିରଞ୍ଜିତ ଅଭିନୟ ଯୋଗୁଁ ମୁଁ ମଞ୍ଚ ବହିର୍ଭୂତ ଛାତି ତଳେ ଚପାଇ ଆବେଗର…

( ମତାମତ - 3ଟି )

 ୨ଝରକା ବାହାରେ

ଅଶୋକ ଚନ୍ଦ୍ର ମହାପାତ୍ର

ଝରକା ବାହାରେ କିଛି ପୃଥିବୀ ଓ କିଛି ଆକାଶ ଗଛ ଉପରେ ଢିରା ଦେଇ ଠିଆ ହସ ହସ ଚନ୍ଦ୍ର ଗଛଟା ସାରା ଚଢେଇରେ ଭର୍ତ୍ତି୤ ଯେତିକି ପତ୍ର ଗଛରେ ସେତିକି ହିଁ ପକ୍ଷୀ ପ୍ରତିଟି ପକ୍ଷୀର କିଚିରିମିଚିରିରେ ଦୋହଲୁଥାଏ ନିକଟତମ…

( ମତାମତ - 4ଟି )

 ୩ଦର୍ପଣ ଦେଖିଲେ ଲାଗେ

ଅଶୋକ ଚନ୍ଦ୍ର ମହାପାତ୍ର

ବଞ୍ଚିବାର ସରଳ ଅଭ୍ୟାସ ଯେତେଥର ହଜିଛି ସେତେଥର ଆମେ ଅଚିହ୍ନା ବାରିଛୁ ପରସ୍ପରକୁ ମୋର ଦର୍ପଣ ଓ ମୁଁ ଦର୍ପଣ ଦେଖିଲେ ଲାଗେ ଲୋକଟିକୁ ଦେଖିଛି କେଉଁଠି ବୋଧେ ଦର୍ପଣ ଆଗକୁ ଗଲେ ବିକଟାଳ ମୁହଁଟିଏ ପ୍ରତିଥର ସମୁଦ୍ର ଭଳି କୂଳକୁ…

( ମତାମତ - 7ଟି )

 
 
 

♦ ପାଠକୀୟ ମତାମତ

  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )
  • This story mesmerises my school days.. I miss those days. After a long time,I read it and I loved it…
    ( Shelly Pal )
  • ଖୁବ୍ ଭଲ ହୋଇଛି କବିତାଟି
    ( Santosh Barik )