ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
ତ୍ରିନାଥ ସିଂହ
ଦେବେନ୍ଦ୍ର ମହାନ୍ତି
ସନ୍ଥକବି ଭୀମ ଭୋଇ
ସାର୍‌ ବାସୁଦେବ ସୁଢ଼ଳଦେବ
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା

 ୧ଓଡ଼ିଆ – ଏକ ଶାସ୍ତ୍ରୀୟ ଭାଷା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଓଡ଼ିଆ ଭାଷା ଭାରତର ପୂର୍ବାଞ୍ଚଳ ଭାଷା ଗୋଷ୍ଠୀଭୁକ୍ତ ଏକ ପ୍ରାଚୀନ ଆର୍ଯ୍ୟଭାଷା୤ଏହି ଭାଷାର ମୂଳଉତ୍ସ ସଂସ୍କୃତ ଓ ପ୍ରାକୃତ ଭାଷା ହେଲେହେଁ ସମୟକ୍ରମେ ଅନ୍ୟ ପ୍ରାଚୀନ ଭାଷାର ବିଭବକୁ ଶାସ୍ତ୍ରୀୟ ଶୈଳୀରେ ଆହରଣ କରି ଏହି ଭାଷା ସମୃଦ୍ଧ ହୋଇଛି୤ ଓଡ଼ିଆ…

( ମତାମତ - 6ଟି )

 ୨ଓଡ଼ିଆ ଭାଷା, ଜାତି ଓ ଜାତୀୟତା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଜଗନ୍ନାଥଙ୍କ କରୁଣାରୁ ଓଡ଼ିଆମାନେ ପ୍ରାଚୀନ ଯୁଗରୁ ଉତ୍କୃଷ୍ଟ କଳା କୌଶଳ ଜ୍ଞାତ, ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ତଥା ସମରବିଶାରଦ ଜାତି ରୂପେ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନ ଅଳଙ୍କୃତ କରିଥିଲେ୤

( ମତାମତ - 1ଟା )

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )