ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା
ସ୍ଵତନ୍ତ୍ର ଉତ୍କଳର ସ୍ମୃତି ଗାଥା
|- ପ୍ରବୋଧ ଚନ୍ଦ୍ର ମୁଦ୍ରା, ସାଙ୍କୁଡ଼ା , ଗଞ୍ଜାମ
କାଲାମ
|- ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ
ଆଳାପ
|- ଆଶାରାଣୀ ବେଉରା,ରାଉରକେଲା
ମାମା ଯଦି ଥାନ୍ତା ଏବେ
|- ଆଦିତ୍ୟ କୁମାର ପଣ୍ଡା, ମହୀଶୂର
ହସ ଖୋଜେ ମଣିଷ
|- ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, କୁଆଁଶ,ଭଦ୍ରକ
କବିତା
|- ପ୍ରିୟରଞ୍ଜନ ଦାସ, ନାଗାଲାଣ୍ଡ
ତିନୋଟି ଲଘୁ କବିତା
|- ଅଜୟ କୁମାର ଜେନା, ରାଉରକେଲା
ମୁଁ ଅହଂକାରୀ
|- ଶଶିକାନ୍ତ ସାହୁ, ଝାରସୁଗୁଡ଼ା
ବିରୋଧ
|- ସୁରଥ କୁମାର ପାଢୀ, ପୁଣେ, ମହାରାଷ୍ଟ୍ର
ପ୍ରେମର ପରିଭାଷା
|- ଆଶାରାଣୀ ବେଉରା,ରାଉରକେଲା
ତର୍ଜମା
|- ମାନସୀ ସାହୁ, ରାଉରକେଲା
ବୁଢ଼ି ମା’
|- ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ
ଆ’ରେ ଆ ମୋ’ କଳାକାହ୍ନୁ
|- ପ୍ରମିଳା ପତି, କଟକ
ନାରୀ
|- ଦୀପ୍ତିମୟୀ ପାଢ଼ୀ
ଥିଲା ମୋର ଏକ ଶାଳୀ
|- ଅକ୍ଷୟ ରାଉତ, ନୂଆଦିଲ୍ଲୀ
ଈପ୍‌ସା ଜାଗିଛି ମନରେ
|- ଶରତ କୁମାରୀ ମିଶ୍ର, ଭୁବନେଶ୍ବର
କମ୍ପୁଟର୍‌କୁ ନେଇ ଦୁଇ କବିତା
|- ଅରୁଣ କୁମାର ତ୍ରିପାଠୀ , ହାଇଦରାବାଦ୍‌
ଜୀବନର ରୂପ
|- ଅସିତ କୁମାର ସ୍ବାଇଁ
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ, ନୂଆଦିଲ୍ଲୀ
ନିମିତ୍ୟ
|- ରଜତ କୁମାର ମିଶ୍ର
ଇଚ୍ଛା ହୁଏ
|- ମାନସୀ ସାହୁ, ରାଉରକେଲା
ଆମ ପାଇଁ ଝୁରୁଥିବା ମନ
|- କ୍ଷେତ୍ରମୋହନ ସାହୁ, ବେଙ୍ଗାଲୁରୁ
ପ୍ରଳୟ
|- ପ୍ରଭାକର ମହାରଣା
ଦେଖିଛ କି ମୋ ଓଡ଼ିଶା କୁ …?
|- ପ୍ରଶାନ୍ତ କୁମାର ଭୂୟାଁ
ଅସଂଜ୍ଞା
|- ରଜତ କୁମାର ମିଶ୍ର
ନେପଥ୍ୟେ କୋଳାହଳ
|- ପ୍ରଭାକର ମହାରଣା
ମୋ ଦୁଃଖ ଓ ଭାରତର ମାନଚିତ୍ର
|- ବାଗଦେବୀ ମିଶ୍ର, ଅଟ୍ଟାୱ , କାନାଡା
ବାକି ଖାତା
|- ସତ୍ୟଜିତ୍‌ ନାଥ, ଭଦ୍ରକ
ନିବୁଜ ପେଡ଼ି
|- ପ୍ରଶାନ୍ତ କୁମାର ବିଶ୍ବାଳ, ଅଳଗୁମ, ପୁରୀ
ପ୍ରେମ
|- ଦେବାଶିଷ ମହାପାତ୍ର
ଅଚି଼ହ୍ନା ପ୍ରେମିକା
|- ଜୀବର୍ଦ୍ଧନ ରଣା
ଆଗକୁ ନା ପଛକୁ
|- ତଥାଗତ ବାଙ୍ମୟ, କେନ୍ଦ୍ରାପଡା
ଅସମ୍ପୂର୍ଣ୍ଣ ଅନ୍ତିମ ପତ୍ର
|- ଜୀବର୍ଦ୍ଧନ ରଣା
ମୁଁ ଜାଣେ
|- ଜୀବର୍ଦ୍ଧନ ରଣା
ହୁଁ କହୁଥିବା ଯାଏ…
|- ଦୀନକୃଷ୍ଣ ପ୍ରଧାନ,ଅଳଗୁମ, ପୁରୀ
ଓଲଟା ଠିକ୍‌ ନା ଠିକ୍‌ ଓଲଟା
|- ସନ୍ତୋଷ କୁମାର ପଣ୍ଡା, ନିଗମାନନ୍ଦ ନଗର, ଭୁବନେଶ୍ବର -୧୦
ଛିଣ୍ଡା ଗୁଡି
|- ପ୍ରସନ୍ନ ମହାନ୍ତି, ଭୁବନେଶ୍ବର
ଭିନ୍ନ ଇଲାକା
|- ବିଜୟ କୁମାର ମିଶ୍ର , ଭୁବନେଶ୍ବର
ଆତ୍ମବିଶ୍ବାସ
|- ପ୍ରବୋଧ କୁମାର ହୋତା, ଭୁବନେଶ୍ବର
ସମ୍ପର୍କ
|- ଯଜ୍ଞେଶ୍ବର ପଣ୍ଡା, କୋରାପୁଟ
ନିଶବ୍ଦ
|- ଅପର୍ଣ୍ଣା ଦତ୍ତ, କେନ୍ଦୁଝର
ନିସ୍ପନ୍ଦ
|- ଶୁଭେନ୍ଦୁ ମହାନ୍ତି
ମୋତେ ଭଲପାଅ
|- ତନ୍ମୟ ମିଶ୍ର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା
ବୈଶାଖ ଆସିଲା
|- ଚୈତାଳି ଦତ୍ତ, ସୁନ୍ଦରଗଡ଼

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିରଜା ବଳ
ରଜତ କୁମାର ମିଶ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ଚନ୍ଦ୍ରଶେଖର ରଥ
ବରେନ୍ଦ୍ର କୃଷ୍ଣ ଧଳ
କମଳା ଶତପଥି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରକାଶିତ ଲେଖା - May, 2018

 ୧ଆଡ଼ମ୍ବର

ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ। କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି। ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି। ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ। ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି।

ମୃତ୍ୟୁଞ୍ଜୟ ରଥ  ( ମତାମତ ଦିଅନ୍ତୁ →

 ୨ଗାଁ ମଜଲିସ୍‌

ଡ.ହରେକୃଷ୍ଣ ମହତାବ

ଗତ କେକେମାସ ହେଲା, ଏ ମଜଲିସ୍‌ ବନ୍ଦ ବନ୍ଦ ଥିଲା। କାରଣ ଏ ମଜଲିସ୍‌ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ। ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ। ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା।

ଡ.ହରେକୃଷ୍ଣ ମହତାବ  ( ମତାମତ ଦିଅନ୍ତୁ →

 ୩ଗ୍ରୀଷ୍ମ ବର୍ଣ୍ଣନା

କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ।
କରମାଳିକର ମହା ଖରତର କମଳ କୁମାର ପରାୟେ।
ସୁଜନେ, କି କହିବା ମହୀ ତପତ।
କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।

ଦୀନକୃଷ୍ଣ ଦାସ  ( ମତାମତ ଦିଅନ୍ତୁ →

 ୪ଲୁଡୁ ଖେଳ

ନିଝୁମ ଖରାବେଳେ, ପାଲି ଆଉ ସାର ଧରି , ସେ ଚାଲିଆସେ ଲୁଡୁ ଖେଳିବାକୁ। ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ, କେତେ ଅଳିକରେ ; କେତେ ଝଗଡା ପରେ , ମୁଁ ରାଜି ହୁଏ ତା କଥାରେ, ବାଜିଏ ଖେଳିବାକୁ। ବାଜି ରହେ ସିନେମା ଯିବା ନ ହେଲେ ଆଇସ୍କ୍ରିମ ଖୋଇବା।

ବିଭୁ ସାମନ୍ତ  ( ମତାମତ ଦିଅନ୍ତୁ →

 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )