ଆତ୍ମବିଶ୍ବାସ
ତୁମର ଆତ୍ମବିଶ୍ବାସ ଭାଙ୍ଗିବାରେ ଅନ୍ୟର ଅଧିକାର ଅଛି କି ନା ମୁଁ ଜାଣିନି ତେଣୁ ଭାବିନେଲି ତୁମର ସେ ଆତ୍ମବିଶ୍ବାସ ଅତୁଟ ରହୁ ଏବଂ ମୋର କି ବିଶ୍ବାସ ହେଲା ଯେ ତୁମେ ସତ କହିଛ ଅବଶ୍ୟ ମଝିରେ ମଝିରେ ମୁଁ…
ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର