ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

ସାହିତ୍ୟ ସମାରୋହ, କବିତା ପାଠ ଓ ପୁସ୍ତକ ଉନ୍ମୋଚନ
May 31, 2010

ସାହିତ୍ୟ ସମାରୋହ, କବିତା ପାଠ ଓ ପୁସ୍ତକ ଉନ୍ମୋଚନ

ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବାସନ୍ତିକା ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି୤

May 25, 2010

କାହାର ମନେ ନ ଥିବ

କାଲି ରାତି ଅଂଧାରରେ ମୁଁ ତୁମ ଉପରେ ସଂତର୍ପଣରେ ହାତ ରଖିଲି କାଳେ ଚମକିପଡି ତୁମ ନିଦ ଭାଂଗିଯିବ ବୋଲି୤ ତୁମେ କିନ୍ତୁ ନିଘୋଡ ନିଦରେ ଅଚେତ ଥିଲ ଦିନଯାକର ଖେଳକୁଦ ପରେ କ୍ଲାଂତ ଶିଶୁଟିଏ ପରି୤ ତୁମ ଶ୍ବାସ ପ୍ରଶ୍ବାସର…

May 13, 2010

ଝରକା ବାହାରେ

ଝରକା ବାହାରେ କିଛି ପୃଥିବୀ ଓ କିଛି ଆକାଶ ଗଛ ଉପରେ ଢିରା ଦେଇ ଠିଆ ହସ ହସ ଚନ୍ଦ୍ର ଗଛଟା ସାରା ଚଢେଇରେ ଭର୍ତ୍ତି୤ ଯେତିକି ପତ୍ର ଗଛରେ ସେତିକି ହିଁ ପକ୍ଷୀ ପ୍ରତିଟି ପକ୍ଷୀର କିଚିରିମିଚିରିରେ ଦୋହଲୁଥାଏ ନିକଟତମ…

ସାଲିସ୍

ଭଲ ରୂପେ ତୁମେ ଜାଣ ଯେ ନାରୀଟିଏ ମୁଁ, ମହାମନ୍ତ୍ର ମମତାର ସବୁରି ଖୁସି ପାଇଁ କେବେ ସହିପାରେ ଆକାଶ ପରି ବର୍ଷା, ବିଜୁଳି ଓ ଝଡ୤ ସ୍ବାମୀ ଦେବତାଙ୍କ ମନୋରଞ୍ଜନ ପାଇଁ ବି କେବେ ଘରଟାକୁ କୁଞ୍ଜବନ ଅବା ମନ୍ଦିର…

ଚୁଲି

ମରିଯାଇଛି ଭୋକ, ଲିଭିଯାଇଛି ନିଆଁ, ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି କ୍ଷୟ ହେଇନି ଚୁଲି ଭିତରର ଆଶା୤ ଅତୀତର ଉପହାସ, ସ୍ମୃତିର କଟାଳ, ଚୁଲିର ଖୋଜିଲା ଖୋଜିଲା ଆଖି, ବିଡ଼େ କାଠ, ଝୁଲେ ନିଆଁ, ଯାହାର ଉଷୁମ ସ୍ପର୍ଶରେ…

♦ ପାଠକୀୟ ମତାମତ