ପିଲାଙ୍କ ପାଇଁ ନୂତନ ବ୍ୟଙ୍ଗ କବିତା ପୁସ୍ତକ ଉନ୍ମୋଚିତ
ସହରର ପରିଚିତ ବ୍ୟଙ୍ଗ କବି ବ୍ରଜବିହାରୀ ଦାଶଙ୍କ ବିଜ୍ଞାନ ଭିତ୍ତିକ ଶିଶୁ କବିତା ସଙ୍କଳନ ଚକା ଫାଟିଲା ଢୋ ଇତି ମଧ୍ୟରେ ଉନ୍ମୋଚିତ ହୋଇଯାଇଛି
ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ସହରର ପରିଚିତ ବ୍ୟଙ୍ଗ କବି ବ୍ରଜବିହାରୀ ଦାଶଙ୍କ ବିଜ୍ଞାନ ଭିତ୍ତିକ ଶିଶୁ କବିତା ସଙ୍କଳନ ଚକା ଫାଟିଲା ଢୋ ଇତି ମଧ୍ୟରେ ଉନ୍ମୋଚିତ ହୋଇଯାଇଛି
ରାଉରକେଲା: ଇସ୍ପାତ ସହରରୁ ପ୍ରକାଶ ପାଇଆସୁଥିବା ଧାନଫୁଲ ପତ୍ରିକାର ସମ୍ପାଦକ ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଗତକାଲି ସନ୍ଧ୍ୟାରେ ଉନ୍ନୋଚିତ ହୋଇଯାଇଛି ପ୍ରଗତି ଉତ୍କଳ ସଂଘ ପରିସରସ୍ଥିତ ମଧୁ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଉକ୍ତ…
ଓଡ଼ିଶାର ସାଂସ୍କୃତିକ ଓ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି
ଭୁବନେଶ୍ବର: ଓଡିଆ ନବବର୍ଷ ଅବସରରେ ‘ସମ୍ଭାବନା’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶ୍ରେଷ୍ଠ ଓଡିଆଣୀ ପ୍ରତିଯୋଗିତା ୧୪ ତାରିଖ ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି ଉଦ୍ଯାପନୀ ସଂଧ୍ୟାରେ ଏକାମ୍ର ହାଟ ଓଡିଆଣୀଙ୍କ ହୁଳହୁଳି ଓ ଶଙ୍ଖ ଧ୍ବନିରେ କମ୍ପି ଉଠିଥିଲା ଏହି ପ୍ରତିଯୋଗିତାରେ…
ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ
ଭୁବନେଶ୍ବର: ଭାରତୀୟ ବିଦ୍ୟାଭବନଠାରେ ୧୧ ତାରିଖ ସନ୍ଧ୍ୟାରେ ‘ସିସୋର ସାହିତ୍ୟ ଏକାଡ଼େମୀ’ ପକ୍ଷରୁ ଦ୍ବିତୀୟ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଶିଷ୍ଠ କଥାକାର ତଥା ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ସାହିତ୍ୟର…
ଏକ୍ରାମ କ୍ଷେତ୍ରର ଅଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କବି ସମର୍ପଣ କରାଯାଉଥିବା…
ଭୁବନେଶ୍ବର: ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବ ପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ ଖ୍ରୀଷ୍ଟିଆନମାନଙ୍କ ନୂଆବର୍ଷ ଜାନୁଆରୀ ୧ ତାରିଖଟିକୁ ପ୍ରତ୍ୟେକ ଓଡ଼ିଆ…
ଆଜି ଆମେ ଯେଉଁ ଓଡ଼ିଶା ଦିବସ ପାଳନ କରୁଛୁ, ତାହା ପୂର୍ବ ସୂରୀମାନଙ୍କର ତ୍ୟାଗ, ନିଷ୍ଠା, ଅକ୍ଲାନ୍ତ ପରିଶ୍ରମ ଓ ସୁଚିନ୍ତିତ ଚିନ୍ତାଧାରାର ଫଳ