ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

୧୭ତମ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ
January 28, 2010

ନିଶବ୍ଦ

ବିଶାଳ ଗଗନ ତଳେ ଅଛି ସେଇ ସବୁଜ ଧରଣୀ ସମୁଦ୍ରର ସେଇ ଗର୍ଜନ ବି, ଅଛି ପୁଣି କୋକିଳର କୁହୁତାନ ତଥାପି ଲାଗେ କାହିଁକି ଏତେ ଶୁନ୍‌ଶାନ୍୤ ଅଛି ସେଇ ଚିହ୍ନା ଅଚିହ୍ନା ମଣିଷଙ୍କ ଭିଡ ସହ ଖଟା ମିଠା ଅନୁଭୂତି…

January 27, 2010

ନିସ୍ପନ୍ଦ

ଏମିତି ବି ହୁଏ, ଚିହ୍ନା ଚିହ୍ନା ହସ ଓ ଲୁହରେ ବି ହଜିଯାଏ ବେଳେବେଳେ ନିଜର ସ୍ବରୂପ, ଆଶାର ଝଡରେ କି ସ୍ବପ୍ନର ଜୁଆରରେ ଅକ୍ଷତ ଅକ୍ଷୁଣ୍ଣ ରୁହେ ନୈରାଶ୍ୟର ବିକଟାଳ ରୂପ୤ କେବେ କେବେ ସାଗର ବି କାନ୍ଦିଉଠେ ଆକାଶକୁ…

ମୋତେ ଭଲପାଅ

ହେ ସୂର୍ଯ୍ୟ! ଫେରିଆସ ଫେରାଅ ମୋ ଅଭୁଲା ଅତୀତ ସ୍ମୃତି ମୋର ଭୁଲିନାହିଁ ତାହା ଆଙ୍କିଛି ମୁଁ ତାର ଚିତ୍ରପଟ୤ ଚିତ୍ର ନୁହେଁ, ଛବି ନୁହେଁ ସେ ଏକ ଜୀବନ୍ତ ପ୍ରତିମା ଶିଳ୍ପୀ କିବା ଗଢିପାରେ ତାରେ କିଏ ତାର କି…

January 4, 2010

୧୭ତମ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ

ରାଉରକେଲା: ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ୧୭ତମ ରାଉରକେଲା ପୁସ୍ତକମେଳା ଗତ ୨ ତାରିଖ ଦିନ ଭଞ୍ଜଭବନ ପରିସରରେ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଏସ୍. ଏନ୍. ସିଂହଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି୤ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ…

♦ ପାଠକୀୟ ମତାମତ