ଦର୍ପଣ ଦେଖିଲେ ଲାଗେ
ବଞ୍ଚିବାର ସରଳ ଅଭ୍ୟାସ ଯେତେଥର ହଜିଛି ସେତେଥର ଆମେ ଅଚିହ୍ନା ବାରିଛୁ ପରସ୍ପରକୁ ମୋର ଦର୍ପଣ ଓ ମୁଁ ଦର୍ପଣ ଦେଖିଲେ ଲାଗେ ଲୋକଟିକୁ ଦେଖିଛି କେଉଁଠି ବୋଧେ ଦର୍ପଣ ଆଗକୁ ଗଲେ ବିକଟାଳ ମୁହଁଟିଏ ପ୍ରତିଥର ସମୁଦ୍ର ଭଳି କୂଳକୁ…
ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ବଞ୍ଚିବାର ସରଳ ଅଭ୍ୟାସ ଯେତେଥର ହଜିଛି ସେତେଥର ଆମେ ଅଚିହ୍ନା ବାରିଛୁ ପରସ୍ପରକୁ ମୋର ଦର୍ପଣ ଓ ମୁଁ ଦର୍ପଣ ଦେଖିଲେ ଲାଗେ ଲୋକଟିକୁ ଦେଖିଛି କେଉଁଠି ବୋଧେ ଦର୍ପଣ ଆଗକୁ ଗଲେ ବିକଟାଳ ମୁହଁଟିଏ ପ୍ରତିଥର ସମୁଦ୍ର ଭଳି କୂଳକୁ…
କେତେ ଯନ୍ତ୍ରଣା ମନ ତଳେ ଚାପି ଛାତିର କୋହକୁ ଆଖିରେ ସାଉଁଟି ଓଠ ଧାରେ ଭରି ସଜ ଶତଦଳ ବକ୍ଷୁ ନିଗାଡି ପୀୟୂଷର ଝର ଧନ୍ୟ ଗୋ ତୁମେ ନାରୀ; ଜନନୀ, ଭଗିନୀ, ଜାୟାର ସେନେହ ଅଜାଚିତେ ଦିଅ ଢାଳି ମମତାର…
ହୋଲି ସରିଲା ଆସିଯିବ ଗ୍ରୀଷ୍ମଋତୁ ବିଶେଷକରି ଆମ ସୁନ୍ଦରଗଡ଼ରେ ଖରାଦିନଟା ଅତି ଅସହ୍ୟ ହୋଇପଡ଼େ ହାତ ବିଞ୍ଚଣା ନା କୁଲର୍, କିଛି କାମ ଦେବନାହିଁ ଡହ ଡହ ଖରାବେଳେ ବାହାରର କାମ ସରିବା କ୍ଷଣି ଘରକୁ ଲେଉଟି ଥଣ୍ଡା ପାଣି ଟିକିଏ…
ପାଞ୍ଚଟି ଅକ୍ଷରେ ନାମ ତାହାର, ମଣିଷ ବସେ ତା ପେଟ ଭିତରେ ତୃତୀୟ ପ୍ରଥମ ହେଲେ ଏକାଠି, କ୍ଷିରୀ ଅନ୍ୟ ନାମ ହୁଏ ସେଇଟି, ଦ୍ବିତୀୟ ଚତୁର୍ଥ ଥୋଇ-ଲେ ନେଇ, ମିଛ ଶବଦର ବାମେ ବସେଇ ପଞ୍ଚମ ଦ୍ବିତୀୟ ଏକାଠି ହେଲେ,…
ଚାରୋଟି ଅକ୍ଷରେ ନାମ ମୋହର ଛାତ୍ରଙ୍କ ପାଖରେ ମୋର ଆଦର ପ୍ରଥମ ଦ୍ବିତୀୟ ଏକାଠି ହେଲେ ଯୋଗଜନ୍ମାଙ୍କ ନାମକୁ ବୁଝାଏ ଭଲେ ପ୍ରଥମ ଚତୁର୍ଥ ଯେବେ ଏକାଠି ହୁଏ ଖ୍ରୀଷ୍ଟାବ୍ଦର ଅନ୍ୟ ଅର୍ଥକୁ ବୁଝାଏ ଦ୍ବିତୀୟ ଚତୁର୍ଥ ମିଶିଲେ ଯାହା ଅସୁସ୍ଥର…
ଥିଲା ଏକ ଛୋଟିଆ ବିଜ ମାଟି ଭିତରେ ରହି ସେଇ ବିଜର ଭିତରେ ଥିଲା ଛୋଟିଆ ଚାରା ଶୋଇ ସେଇ ଚାରକୁ ଧୀରେ ପବନ ଟିକିଏ ଛୁଇଁ ଦେଲା ବରଷା ଜଳ ବୁନ୍ଦାକୁ ମୁନ୍ଦା ତା ଦେହେ ଲାଗି ଗଲା ସକାଳ…
ଓଡ଼ିଆ ପିଲା ମୁହିଁରେ ଓଡ଼ିଆ ପିଲା ମୁହିଁ ରଖିବା ପାଇଁ ଜାତିର ଟେକ ଜୀବନ ପାରେ ଦେଇ ଆମରି ରାଇଜ ବାଳୁତ ବାଜିଆ ଫଉଜ ଆଗରେ ହୋଇଥିଲା ଠିଆ ଟିକିଏ ଡରିନାହିଁ ଫୁଟିଲା ଗୁଳି ପଡ଼ିଲା ଟଳି ଭୂଇଁଟା ହେଲା ରକତେ…
ଗତ ଏଗାର ତାରିଖ ଦିନ ଦକ୍ଷିଣ ରାଉରକେଲାର ସାର ନଗରୀଠାରେ ଏକ ମନୋଜ୍ଞ ସାହିତ୍ୟ ସମ୍ମାନ ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି ଉତ୍ସବରେ…
ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର ବିଶ୍ବ ସମତା ପ୍ରତିଷ୍ଠା ଦିଗରେ…
ବା ଘର ଘର ବୁଲି ଦାଢିମାଙ୍କୁଡି କଟାକଟି କରୁଥିବାବେଳେ ଛୁଞ୍ଚିଆ ବି ସାଙ୍ଗରେ ଯାଉଥିଲା କିନ୍ତୁ ସାପ ମନ୍ତ୍ର ଜଣା ନ ଥିବାରୁ ଖାଲି ନଖ କାଟିବା ତାଦ୍ବାରା ସମ୍ଭବ ହେଉଥିଲା ସେତେବେଳେ ଛୁଞ୍ଚିଆ ଅଣ୍ଡାଟେ ଥିଲା …
‘ଅଇରି’ ଶବ୍ଦର ଅର୍ଥ ଶତ୍ରୁ ନ ଅଇରି, ଅର୍ଥାତ୍ ଯାହାର କେହି ଶତ୍ରୁ ନାହାନ୍ତି ନାରୀ ଏମିତି ଏକ ଶବ୍ଦ ଯାହା ବିନା ଏ ସଂସାର ମହକ ନ ଥିବା ଫୁଲ ସଦୃଶ, ପାଣି ନ ଥିବା ଶୁଷ୍କ ଜଳାଶୟ ସଦୃଶ…
ସମଗ୍ର ସୃଷ୍ଟି ଚାରି ଯୁଗକୁ ନେଇ ଚାଲିଅଛି ସତ୍ୟ, ତ୍ରେତୟା, ଦ୍ବାପର ଏବଂ କଳି ଏହି ଚାରି ଯୁଗରେ ଭଗବାନ ବିଭିନ୍ନ ଅବତାର ନେଇ ଆସି ସଂସ୍ପାରିତ ସଂସ୍କୃତି ସ୍ଥାପନ କରି ଅଛନ୍ତି ଏବେ କଳିଯୁଗ …
ବୈଶାଖ ଆସିଲା ବୈଶାଖର ପିଆଲାରେ ଶୂନ୍ୟ ହେଲା ଚଇତାଳି ସୁରା ତୃଣ ପଲ୍ଲବ ଚିବୁକରେ ନିଃଶେଷିତ ଶିଶିରର ବୁନ୍ଦା ବସନ୍ତର ଆୟୁଷ ଶେଷ କୋକିଳ ଯେ ନିରୁଦ୍ଦେଶ ବୈଶାଖ ଆସିଲା, ବୈଶାଖୀରେ ଝୁଲି ଝୁଲି ବୈଶାଖ ଆସିଲା ପ୍ରଥମ ସକାଳରେ ଭାସି…
ଚିରସ୍ଥାୟୀ ଦୁନିଆଁରେ କ୍ଷଣସ୍ଥାୟୀ ଶରୀର ମିଛମାୟା ମୋହେ ବାନ୍ଧି ସବୁ କହେ ମୋର ଶେଫାଳି ଫୁଲଟି ପରି କ୍ଷୁଦ୍ର ଏହି ଜୀବନ ଚତୁର୍ଦ୍ଦିଗ ଅନ୍ଧକାର ବୁଜିଦେଲେ ନୟନ ତଥାପି ମଉଳି ନାହିଁ ଆଶାର ପ୍ରଦୀପ ଏ ଜୀବନ ଲାଗିଥାଉ…
ହାମର୍ ପୁର୍ନା ଗାଙ୍ଗ୍ପୁର୍ ରାଏଜ୍, ପୁରାନ୍ ଯୁଗର୍ ଦକ୍ଷିଣ କୋଶଳ୍ର ଭିତ୍ରେ ଥିଲା ବୋଲିକରି ଇତିହାସ୍ କହୁଛେ ରଜା ରାମର୍ ସରଗ୍ବାସୀ ହେଳା ଉତ୍ତାରୁ ସେ ରାଏଜର୍ ଶାସନ୍ ଭାର୍ ପୋ କୁଶର୍ ଭାଗେ ପଡ୍ଲା, ତାହାର୍ ରାଜ୍ଧାନୀ ଥିଲା ବିନ୍ଧ୍ୟ…